Daily Archives

ଅନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୂଲ୍ୟରେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ରେଲୱେ ଷ୍ଟେସନ ନିକଟସ୍ଥ ଜନକଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ସଭାପତି ଇନ୍ଦୁଭୂଷଣ ଡାଙ୍ଗ
Read More...

ପବିତ୍ର ବିଜୟାଦଶମୀ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବଜରଙ୍ଗ ଦଳ ତରଫରୁ ପବିତ୍ର ବିଜୟାଦଶମୀ ଉପଲକ୍ଷେ ସ୍ଥାନୀୟ ଭଗବତୀ ମନ୍ଦିର ଠାରେ ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ମିଶ୍ରଙ୍କ ସଂଯୋଜନାରେ ପବିତ୍ର ବିଜୟାଦଶମୀ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵ
Read More...

ବଲାଙ୍ଗିର ସଦର ଥାନାକୁ ପରିଦର୍ଶନ କଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ସଦର ଥାନାକୁ ପରିଦର୍ଶନ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ପରିଦର୍ଶନ କରି ପୋଲିସ୍ ଷ୍ଟେସନର ଉପସ୍ଥିତ ଅଧିକାରୀମାନଙ୍କ ସହ ରାଷ୍ଟ୍ର ନିର୍ମାଣରେ ପୋଲିସର ଦାୟିତ୍ୱ କେମିତି ରହିଛି
Read More...

ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା

ନୂଆଦିଲ୍ଲୀ : ରାସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ବିଜ୍ଞାନୀଙ୍କୁ ମିଳିତ ଭାବରେ ପାଇବେ ଏହି ପୁରସ୍କାର । 'ଅଣୁ ନିର୍ମାଣ ପାଇଁ ଏକ ଚତୁର ଉପକରଣ' ବିକାଶ ପାଇଁ କାରୋଲିନ୍ ଆର ବର୍ଟୋଜି, ମୋର୍ଟେନ୍ ମେଲଡାଲ୍ ଏବଂ କେ ବାରି ଶାରପ୍ଲେସ୍‌ଙ୍କୁ ନୋବେଲ ମିଳିବ ।
Read More...

କଛାରପାଲି ରଣାପଡ଼ାରେ ୫୬ତମ ଦୁର୍ଗାପୂଜା ଓ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ରଣାପଡ଼ାର ଜୟଦୁର୍ଗା କ୍ଲବ ପକ୍ଷରୁ ୫୬ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚବିଶ ପ୍ରହରୀ ନାମଯଜ୍ଞ ସୋମବାର ଦିନ ନାମାରମ୍ଭ ହୋଇଥିଲା । ଚଳିତ ବର୍ଷ ଦୁର୍ଗାପୂଜା କର୍ତ୍ତା ଭାବେ ଅଜୟ ରଣା ଓ ଧର୍ମପତ୍ନୀ ସୁନିତା ରଣା ଏବଂ
Read More...

ଭସାଣିକୁ ନେଇ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ ୫
Read More...

ବିକାଶଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ : ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି । ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର
Read More...

ବଚସାକୁ ନେଇ ଛୁରାମାଡ : ୧ ମୃତ

ନୂଆପଡା, (ନିରାକାର ମେହେର) : ବଚସାକୁ ନେଇ ଛୁରାମାଡ ହୋଇଥିବା ଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ପୁଟୁପଡା ଠାରେ । ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଅପରପକ୍ଷେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ରବି ଶଙ୍କର ପାଣ୍ଡିଆଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶିକ୍ଷାବିତ, ଗାନ୍ଧିବାଦୀ, ବିଶିଷ୍ଟ ବୁଦ୍ଧିଜୀବୀ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ରବି ଶଙ୍କର ପାଣ୍ଡିଆଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । କଲେଜ ପରିସରରେ ଶୈକ୍ଷିକ ପରିବେଶ ସୃଷ୍ଟି ସହ ରାଜେନ୍ଦ୍ର କଲେଜର ପୂର୍ବ ଗୌରବ
Read More...

ଶ୍ରୀମନ୍ଦିରରେ ଦଶହରା, ରାଜରାଜଶ୍ୱେର ବେଶରେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ପାଳନ କରାଯାଉଛି । ଏହି ଅବସରରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ
Read More...