Daily Archives

ସହରର ବିଭନ୍ନ ସ୍ଥାନରେ ଚଢାଉ କରି ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାରେ ଅଟକ ରଖିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଏବେ ଅପରାଧୀଙ୍କ ଗଡ ପାଲିଟିବାରେ ଲାଗିଲାଣି । ଏଠି ପ୍ରତ୍ୟେକ ଦିନରେ କିଛି ନା କିଛି ଅପରାଧ ଘଟେ । ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ଛୋଟରୁ ବଡ ଏବେ ସମସସ୍ତେ ମଦ୍ୟପାନ କରିବାରେ ଲିପ୍ତ । ତେବେ ଏହାକୁ ଆଖି ଆଗରେ ରଖି ସହରର ବିଭନ୍ନ
Read More...

ସଦେଇପାଲିରେ ପରିବା ବିକାଳୀଙ୍କଠାରୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦେଇପାଲିରେ ପରିବା ବିକାଳୀଙ୍କଠାରୁ ମାରଣାସ୍ତ୍ର ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ପରିବା ବିକାଳୀ ଜଣକ କନ୍ଦାଜୁରୀର ମୁରଳୀ ପଧାନ ବୋଲି ଜଣାପଡିଛି । ସୂଚନା
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡ଼ିକ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା
Read More...

୧୯ ଅକ୍ଟୋବରରେ ଚାନ୍ଦନୀ ଚୌକଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଉଦ୍‌ଘାଟନ…

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ଏବେ ସୁଦ୍ଧା ସାରା ଦେଶର ସମସ୍ତ ଜିଲ୍ଲାରୁ ୬୦ ଲକ୍ଷ କିଲୋଗ୍ରାମ୍ରୁ ଅଧିକ ଆବର୍ଜନା ଏକତ୍ର କରାଯାଇଛି ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୧୯ ଅକ୍ଟୋବର ୨୦୨୨ରେ ଦିଲ୍ଲୀର ଚାନ୍ଦିନୀ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟିର କେଭି ମହାବିଦ୍ୟାଳୟ ପରିଦର୍ଶନ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟି ମଙ୍ଗଳବାର ଦିନ କେଭି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଉକ୍ତ ଦଳରେ ରାଜେନ୍ଦ୍ର ମହାବିଦ୍ୟାଳୟ କଲେଜର ଡେଭ୍‌ଲପ୍‌ମେଣ୍ଟ କାଉନସିଲ୍‌ର ଅଧ୍ୟକ୍ଷ ଡ. ବିଘ୍ନେଶ ପ୍ରସାଦ ମିଶ୍ର, ଡେପ୍ୟୁଟି ରେଜିଷ୍ଟାର ଡ.
Read More...

୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ରେପସିଡ୍ ଏବଂସୋରିଷର ଖର୍ଚ୍ଚ ଉପରେ ୧୦୪ ପ୍ରତିଶତ ରିଟର୍ଣ୍ଣ ପାଇଁ ବ୍ୟବସ୍ଥା• ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଖର୍ଚ୍ଚର ରିଟର୍ଣ୍ଣ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି
Read More...

ମନାଇପାଦରେ ଆନ୍ତଃବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଓ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ ଉତ୍ସବ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର ଶିକ୍ଷା ବିଭାଗ ପକ୍ଷରୁ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୧ରୁ ୧୭ ପର୍ଯ୍ୟନ୍ତ ୧୭ୟୁ ଓମ୍ୟାନ ୱାଲର୍ଡକପ୍ ସାରା ରାଜ୍ୟରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଆଜି ବଲାଙ୍ଗିର ଜିଲ୍ଲା
Read More...

ପାଟଣାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ନିର୍ବାଚନର ପାଟଣାଗଡ ବ୍ଲକ ଇନ୍‌ଚାର୍ଜ ପ୍ରଫୁଲ୍ଲ ପଣ୍ଡା, ଖପ୍ରାଖୋଲ ବ୍ଲକ୍ ଇନଚାର୍ଜ ଦୁର୍ଗା ପ୍ରସାଦ କୁଆର, ବେଲପଡ଼ା ବ୍ଲକ ଇନ୍‌ଚାର୍ଜ
Read More...

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ ସଂପାଦିକା ଇତିଶ୍ରୀ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଇଣ୍ଟର ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଇଁତଲା ଚାମ୍ପିୟନ

ବିଜୟୀ ଖେଳାଳିଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମ୍ବର୍ଦ୍ଧନା ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମ ଠାରେ ସପ୍ତାହେ ଧରି ଚାଲିଥିବା ଇଣ୍ଟର ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଇଁତଲା ବ୍ଲକ ଚାମ୍ପିୟନ ହୋଇଛି । ଏହାର ଫାଇନାଲ ଖେଳ ସଇଁତଲା ଦଳ ଓ
Read More...