Daily Archives

ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କ ସହ ଶିକ୍ଷକ ସଂଘର ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡର) ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ, ବିଜୟ କୁମାର ମିଶ୍ର, ପ୍ରମୋଦ ବେହେରା, ରଂଜୁ ଅମାତ, ହନେସ ପାତ୍ର ବାଗ, ଗଗନ ପ୍ରମୁଖ
Read More...

ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ : ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଥିବା ସନ୍ଦେହ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ନିକଟରେ ଆଜି ଦିନ ପ୍ରାୟ ୨ଟାରେ ଏକ ସ୍କର୍ପିଓ ଗାଡ଼ି (ନଂ-ଓଡ଼ି ୧୪ ଏ ୫୦୫୨) ବଲାଙ୍ଗିର ପଟୁ ଆସୁଥିବା ବେଳେ ଲୋଇସିଂହା ବସଷ୍ଟାଣ୍ଡ ଠାରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ
Read More...

ସାମ୍ଭାବ୍ୟ ବାତ୍ୟା ନିମନ୍ତେ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ।
Read More...

ଅସୀମ କରାଟେ ଏକାଡେମୀର ଜାତୀୟ ସ୍ତରରେ ବଡ ସଫଳତା

ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଦଳକୁ ୧୫ ପଦକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଚେନ୍ନାଇର ଆଇସିଏଫ ପାଲାନିସାମି ଇଂଡୋର ଷ୍ଟାଡିଅମ ଠାରେ ୧୯ତମ ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ଏକାଡେମୀର ୧୦ ଜଣ
Read More...

ବିଜେଡିର ଜନ ସଚେତନ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତରେ ବିଜେଡିର ଜନ ସଚେତନ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ବିଜେଡିର ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଶ୍ରୀମତୀ ସମା ପରବିନ, ବ୍ଲକ
Read More...

ହରିଶଙ୍କର – ନୃସିଂହନାଥ ରୋପୱେ ନିର୍ମାଣ ଦାବୀରେ କେଏସ୍‌ସିସି ନେତୃତ୍ୱରେ କେଏମ୍‌ଏମ୍‌ ଜିଲ୍ଲାପାଳ ଅଫିସ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର - ନୃସିଂହନାଥ ରୋପୱେ ନିର୍ମାଣ ଦାବୀରେ କେଏମ୍‌ଏମ୍‌ ତରଫରୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସମର୍ଥନରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ବଲାଙ୍ଗିର ଏକ୍ସନ କମିଟି ଯୁବ ସାମୁଖ୍ୟ ସଭାପତି ବିନୋଦ କାଲସାଏଙ୍କ
Read More...

ବ୍ୟାଡମିଣ୍ଟନ ବୈଷୟିକ ଅଧିକାରୀ କର୍ମଶାଳା ଉଦ୍‌ଘାଟିତ : ତାଲିମ ନେଉଛନ୍ତି ୩୦ ପ୍ରାର୍ଥୀ

ଆନ୍ତରିକତା, ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ଆପେ ବାଟ ଫିଟେ - ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିଅମ ସାରା ରାଜ୍ୟରେ ନିଜ ଢଙ୍ଗର ଏକ ମାତ୍ର ଷ୍ଟାଡିଅମ ଭଳି ଏକ ଉକ୍ତି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଅମ୍ପାୟାର ଓ ରାଜ୍ୟ
Read More...

ସମାଜସେବୀ ମିହିର ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜସେବୀ ତଥା ରାଉରକେଲାର ଆଗଧାଡ଼ିର ସ୍ୱେଚ୍ଛାସେବୀ ସଂଗଠନ ବାସନ୍ତୀ ଯୁବ ପରିଷଦ, ବିରଜା କ୍ଷେତ୍ର ସଂଘ, ଦକ୍ଷିଣ ରାଉରକେଲା ଉନ୍ନୟନ ପରିଷଦ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସ୍ୱର୍ଗତ ମିହିର କୁମାର ସାହୁଙ୍କ ତୃତୀୟ
Read More...

ଅଧିକ ଟ୍ରମା ଚିକିତ୍ସାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀପ ରାୟଙ୍କ ଚିଠି

ରାଉରକେଲା, (ସସ୍ମିତା ପ୍ରଧାନ) : ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଦିଆଯାଉଥିବା ନିଶୁକ୍ଲ ଚିକିତ୍ସା ଯୋଜନା (ଏଫ୍‌ଟିଟିଏଫ୍‌)ରେ ସୁନ୍ଦରଗଡ ଜିଲ୍ଲା ସମେତ ରାଜ୍ୟର ଅଧିକ ଚିକିତ୍ସାଳୟ ସାମିଲ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ
Read More...

ବିଦ୍ୟୂତ ଆଘାତରେ ମା’ ସହ ୮ ମାସ ପୁଅ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗାଁରେ ବିଦ୍ୟୂତ ଆଘାତରେ ମା' ଓ ୮ ମାସ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଘରେ ଗୋଡ୍‌ରେଜ୍‌ ଖୋଲୁଥିବା ସମୟରେ ବିଦ୍ୟୂତ ଲାଗି ଦୁହିଁଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗଙ୍କୁ ୩୨ ବର୍ଷ
Read More...