ସହରର ବିଭନ୍ନ ସ୍ଥାନରେ ଚଢାଉ କରି ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାରେ ଅଟକ ରଖିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଏବେ ଅପରାଧୀଙ୍କ ଗଡ ପାଲିଟିବାରେ ଲାଗିଲାଣି । ଏଠି ପ୍ରତ୍ୟେକ ଦିନରେ କିଛି ନା କିଛି ଅପରାଧ ଘଟେ । ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ଛୋଟରୁ ବଡ ଏବେ ସମସସ୍ତେ ମଦ୍ୟପାନ କରିବାରେ ଲିପ୍ତ । ତେବେ ଏହାକୁ ଆଖି ଆଗରେ ରଖି ସହରର ବିଭନ୍ନ ସ୍ଥାନରେ ଚଢାଉ କରି ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

eleven + twenty =