Daily Archives

ସାପମୁଣ୍ଡ ପିଆର୍‌ଏଫ୍‌ ଠାରୁ କଞ୍ଚା ମାଂସ ଏବଂ ୱାଇଲ୍ଡ ଘୁଷୁରୀର ଚମଡା ଜବତ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସାପମୁଣ୍ଡ ପିଆର୍‌ଏଫ୍‌ ଠାରେ ବନ ବିଭାଗ ଚଢାଉ କରି କଞ୍ଚା ମାଂସ ଏବଂ ୱାଇଲ୍ଡ ଘୁଷୁରୀର ଚମଡା ଜବତ କରିଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ହରିଶଙ୍କର-ସାପମୁଣ୍ଡ ଜଙ୍ଗଲ ରାସ୍ତାରେ ବନ
Read More...

ଉଗ୍ରସେନ ଭୂମିକା ପାଇଁ ଆବେଦନ କଲେ ଆର୍ତ୍ତତ୍ରାଣ

ବରଗଡ଼, (ନିରୋଜ କୁମାର ପାଣୀ) : ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ରେ ମହାରାଜା ଉଗ୍ରସେନ ଭୂମିକାରେ ଅଭିନୟ କରି ପ୍ରଶଂସାର ଗୋଟି ସାଉଁଟିଥିବା ସୟାଁ ତୁରୁଙ୍ଗା ଗାଁର ମହାନ୍ ମଞ୍ଚ କଳାକାର ଆର୍ତ୍ତତ୍ରାଣ ମହାପାତ୍ର ଚଳିତ ବର୍ଷ ଉଗ୍ରସେନ ଭୂମିକାରେ ପୁଣି
Read More...

ମହିମୁଣ୍ଡାରେ ବନ ବିଭାଗର ଚଢାଉ : ପିକ୍‌ଅପ୍‌ ସହ ଲକ୍ଷାଧିକ ଟଙ୍କାର କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ପିକ୍‌ଅପ୍‌ ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ରେଂଜର କେଶବ କିଶୋର ନାୟକଙ୍କ
Read More...

ସାଲେପାଲିରେ ଗିରି ଗୋବର୍ଦ୍ଧନ ପୂଜା ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ୩୮ତମ ଗିରି ଗୋବର୍ଦ୍ଧନ ପୂଜା ବୁଧବାର ଦିନ ସମ୍ପନ୍ନ ହୋଇଯାଇଛି । ଏହି ଉତ୍ସବରେ ଯଜ୍ଞକର୍ତ୍ତା ଭାବେ କନିୟରଲାଲ ସାମଲ ଓ ତାଙ୍କ ଧର୍ମପତ୍ନୀ ଆଲ୍ଡାଦିନି ସାମଲ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ କାର୍ତ୍ତିକ ଷଡ଼ଙ୍ଗୀ
Read More...

ଖୁଣ୍ଟପାଲିଠାରେ ବନ ବିଭାଗର ଚଢାଉ : ଲକ୍ଷାଧିକ ଟଙ୍କାର ରେଙ୍ଗାଲ କାଠ ସହ ଶାଗୁଆନ ପଟା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଖୁଣ୍ଟପାଲିଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ରେଙ୍ଗାଲ କାଠ ସହ ଶାଗୁଆନ ପଟା ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଆଜି ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ରେଂଜର କେଶବ
Read More...

ପାଇକମାଲ ୫ଟି ରୂପାନ୍ତରିକରଣରେ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମନ୍ତ୍ରୀ ରିତା ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ୫ଟି ରୂପାନ୍ତରିକରଣ ଓ ଭିତ୍ତିଭୂମିକୁ ଉଦ୍‌ଘାଟନ କରିଥିଲେ । ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ
Read More...

ମନ୍ତ୍ରୀଙ୍କୁ ପାଇକମାଲଠାରେ କଡା ବିରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଓ ଝାରବନ୍ଧ ବ୍ଲକକୁ ମନ୍ତ୍ରୀ ଓ ନେତାମାନଙ୍କ ତୋଫାଗସ୍ତ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇ ଥିବା ବେଳେ, ବିଜେପି କୃଷକ ମୋର୍ଚ୍ଚା ତରଫରୁ କଡା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକରେ ଚାଷୀମାନେ ଗତ
Read More...

ତୁରେକେଲା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜଳନ୍ଧର ମହାକୁଡ,
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ ଭିତ୍ତିଭୂମି ଓ ହଷ୍ଟେଲ ପରିଦର୍ଶନ କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ହଷ୍ଟେଲ ସମସ୍ୟାକୁ ନେଇ କୁଳପତିଙ୍କୁ ଭେଟିବା ସହିତ ନୂତନ ଭାବରେ ନିର୍ମିତ ହୋଇଥିବା ହଷ୍ଟେଲକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗ ତଥା ପିଡବ୍ଲୁଡି ବିଭାଗ ଦ୍ଵାରା ନିର୍ମିତ ଲେଡିସ ହଷ୍ଟେଲ ଏବଂ ଅନ୍ୟ ଦୁଇ ହଷ୍ଟେଲ
Read More...

ରାଜୀବନଗରରୁ ଲୁଟ୍ ଘଟଣା : ଥାନାର ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଜୀବନଗରରେ କିଛି ଦୁର୍ବୃତ୍ତଙ୍କ ଲୁଟ୍‌ର ଶିକାର ହୋଇଛନ୍ତି ସିନ୍ଦୂରବହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ପିଙ୍କି ପାଣିଗ୍ରାହୀ ଓ ରାଜୀବନଗରବାସୀ ତାଙ୍କ ଶ୍ୱଶୁର ସର୍ବେଶ୍ଵର ସାହୁ । ତେବେ ଏହି ଲୁଟେରାମାନେ ଖାଲି ଲୁଟ୍
Read More...