ସାଲେପାଲିରେ ଗିରି ଗୋବର୍ଦ୍ଧନ ପୂଜା ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ୩୮ତମ ଗିରି ଗୋବର୍ଦ୍ଧନ ପୂଜା ବୁଧବାର ଦିନ ସମ୍ପନ୍ନ ହୋଇଯାଇଛି । ଏହି ଉତ୍ସବରେ ଯଜ୍ଞକର୍ତ୍ତା ଭାବେ କନିୟରଲାଲ ସାମଲ ଓ ତାଙ୍କ ଧର୍ମପତ୍ନୀ ଆଲ୍ଡାଦିନି ସାମଲ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ କାର୍ତ୍ତିକ ଷଡ଼ଙ୍ଗୀ କାର୍ଯ୍ୟ ସମ୍ପନ୍ନ କରିଥିଲେ । ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ପୂଜା ପରିଚାଳନା ହୋଇଥିଲା ।

Leave A Reply

Your email address will not be published.

3 × three =