Daily Archives

ଦକ୍ଷିଣ କାଳୀ ମନ୍ଦିରରେ କାଳୀପୂଜା ଓ ଜୁଗାର ଯାତ୍ରା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ନିକଟସ୍ଥ ଉତାଲି ନଦୀ ପାର୍ଶ୍ବରେ ଅବସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ କାଳୀପୂଜା ଓ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା ।
Read More...

ଜେଏସ୍‌ପି ଫାଉଣ୍ଡେସନର ‘ଯଶସ୍ୱୀ’ କରୁଅଛି ବାଳିକାମାନଙ୍କ ଦକ୍ଷତା ବିକାଶ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଉତ୍ତର ଦାୟିତ୍ୱ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ ଦ୍ଵାରା ପ୍ରତିଭା ସମ୍ପନ୍ନ ବାଳିକା ଓ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ଆରମ୍ଭ କରାଯାଇଥିବା "ଯଶସ୍ୱୀ" ଯୋଜନା ମାଧ୍ୟମରେ
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ନିଧିସାଗର ଉଚ୍ଚ ବିଦ୍ୟାପୀଠ, ବୁବେଲଠାରେ ଅନୁଷ୍ଠିତ ହୋଇଯାଇଛି
Read More...

ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ପାର୍ବଣ ପତ୍ରିକା ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଠାରେ ସୁନାଫୁଲ ସାହିତ୍ୟ ସଂସଦ ତରଫରୁ 'ଟିକିଟିକି ସୁନାଫୁଲ' ପାର୍ବଣ ପତ୍ରିକା ଉନ୍ମୋଚନ ଓ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ, କୋଷାଧ୍ୟକ୍ଷ ସୁଶାନ୍ତ ନାୟକଙ୍କ
Read More...

ମଦନପୁର ୟଙ୍ଗଷ୍ଟାର ତରଫରୁ ଡେନ୍ସ ବ୍ଲାଷ୍ଟ ‘ମାଡିଚାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଦୀପାବଳୀ ଓ କାଳୀପୂଜା ଉପଲକ୍ଷେ ୟଙ୍ଗଷ୍ଟାର ତରଫରୁ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ 'ମାଡିଚାଲ' କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ନୂଆଁ ସମଲେଶ୍ୱରୀ ମନ୍ଦିର ପାଇଁ ୫୦୦ କୋଟି ଓ କ୍ରୀଡା ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ଚିଠି…

ଖାଲିଥିବା ଜାଗାରେ ଖେଳାଳୀଙ୍କ ପାଇଁ ଡର୍ମିଟେରୀ ଓ ସୁଇମିଂ ପୁଲ ନିର୍ମାଣ ପାଇଁ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଦେବୋତ୍ତର ବିଭାଗର ଅନେକ ମନ୍ଦିର, ମଠ ଓ ସମ୍ପତ୍ତି ଅଛି । ଅନେକ ଦିନରୁ ଏହାର ରକ୍ଷଣା ବେକ୍ଷଣ ସରକାରଙ୍କ ହାତରେ ଥିଲେ ହେଁ ଏହାର ସ୍ଥିତିରେ
Read More...

ପାଟଣାଗଡରେ କଳାକାର ଚୟନ ଶିବିରରେ ଅବ୍ୟବସ୍ଥାକୁ ନେଇ ବ୍ଲକ କଳାକାର ସଂଘର ଉଦ୍‌ବେଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଦୁଇଦିନ ଧରି କଳାକାର ଚୟନ ପ୍ରକ୍ରିୟା ଅବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଏହି ବ୍ଲକ ଅନ୍ତର୍ଗତ ୩୦ ଗୋଟି ପଞ୍ଚାୟତର ବିଭିନ୍ନ କାଳାକାରମାନେ ପୂର୍ବରୁ
Read More...

ଦୁବୃର୍ତ୍ତଙ୍କ ଉନ୍ମୁକ୍ତ କାଣ୍ଡ : ଘରେ ପଶି ପରିବାରର ୩ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର କ୍ରାଇମ୍‌ ସିଟି ଭଳି ଅନୁଭବ ହେଉଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଅମାନବୀୟ କାଣ୍ଡ ସହରବାସୀଙ୍କୁ ଚକିତ କରି ଦେଇଛି । ଏହି ଘଟଣା ଘଟିଛି ସ୍ଥାନୀୟ ରାଜୀବ ନଗରରେ । ସୂଚନା ଅନୁସାରେ ଆଜି ଦିନ ୧୨ଟା ୪୫ ମିନିଟ ସମୟରେ ରାଜୀବନଗର ନିବାସୀ
Read More...

ବଲାଙ୍ଗିରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୨ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ମାସ ୧୨ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା, ମୁରିବାହାଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସମସ୍ତ ପ୍ରକାରର
Read More...

କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ନବମ ବାର୍ଷିକୋତ୍ସବ ଓ ବୋଇତବନ୍ଦାଣ ଉତ୍ସବ ୨୦୨୨ ଆସନ୍ତା ନଭେମ୍ବର ୭ ତାରିଖ ଦିନ ଛେଣ୍ଡ ସେଣ୍ଟ୍ରାଲ ପାର୍କଠାରେ ଆୟୋଜିତ ହେବ । ଏନେଇ ପରିଷଦର ସଭାଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...