Daily Archives

ବଲାଙ୍ଗିର ଦିନ୍‌ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦ୍ୟ ଅପରାହ୍ନ ୩ଟା ସମୟରେ ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଉପଲକ୍ଷେ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁଙ୍କା, ମେହେନ୍ଦି ଓ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ସର୍ବପ୍ରଥମେ ମା' ସମଲେଶ୍ଵରୀ ମା' ପାଟଣେଶ୍ୱରୀଙ୍କ
Read More...

ରାଜ୍ୟ ସାଂସଦ ନିରଞ୍ଜନ ବିଶିଙ୍କୁ ମଣ୍ଡୋମହୁଲ ଓ ମନାଇପାଦ ପଞ୍ଚାୟତ ଆଦିବାସୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଶାଖା ପକ୍ଷରୁ ପାଟଣାଗଡ଼ ବ୍ଲକ ମନାଇପାଦ ହାଇସ୍କୁଲ ଖେଳ ପଡ଼ିଆ ଠାରେ ମଣ୍ଡୋମହୁଲ ଓ ଘୁଚେପାଲି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁରେ ମୁଖ୍ୟ ଅତିଥି
Read More...

ମାହେଶ୍ୱରୀର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଯୁବପିଢିଙ୍କୁ ନିଶାମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଗଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାର୍ଡେନ ଇନ୍‌ ହୋଟେଲର ହଲ୍‌ରେ ମାହେଶ୍ୱରୀ ସଂଗଠନର ବିଭିନ୍ନ ଯୁବ ସଭାପତି ଏବଂ ସଂଯୋଜକର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଯୁବ ସଂଗଠନ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶାନ୍ତିପଡା ରଂଜିତ କଲୋନୀ ଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ବଲାଙ୍ଗିର ଅନୁକୂଲ୍ୟରେ ସମାଜର ଯୁବବର୍ଗଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରି ଜିଲ୍ଲା ସଭାପତି ଉମାକାନ୍ତ ସାହୁ ଯୁବବର୍ଗଙ୍କୁ ଆହ୍ୱାନ
Read More...

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଏବଂ ଅସ୍ଥାୟୀ କର୍ମଚାରୀ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ସାଧାରଣ ସଂପାଦକ ପୁଲିନ ମିଶ୍ରଙ୍କ ନେତୃତ୍ୱରେ ହୋଟେଲ ତ୍ରିବେଣୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର
Read More...

ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ
Read More...

ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଂ ଅନୁଷ୍ଠାନରେ ସ୍ୱାଗତ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଂ, ଭାବନ୍ଧ ଠାରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସହ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଉପସ୍ଥାପନା କରାଯାଇଛି । ଅନୁଷ୍ଠାନର ଓଡ଼ିଟୋରିୟମରେ ଅନୁଷ୍ଠିତ ଏକ ଭବ୍ୟ
Read More...

ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରୀ ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଗୁଡିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରୀ କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ
Read More...

କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥାନୀୟ ଚିନାଭାଡି ପଡିଆ ଠାରେ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ରବିବାର ପଞ୍ଚମ ଦିବସ ମ୍ୟାଚ୍‌ରେ କର୍ଲାମୁଣ୍ଡା ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ
Read More...

‘ଦି ମେଲୋଡି ଭାଇବ୍ସ’ ପକ୍ଷରୁ ରଙ୍ଗାରଙ୍ଗ ସଙ୍ଗୀତ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ହିଁ ଜୀବନର ପରିଭାଷା । ଯାହାକୁ ଆଧାର କରି 'ଦି ମେଲୋଡି ଭାଇବ୍ସ' ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ମନଛୁଆଁ ଓଡ଼ିଆ ସଙ୍ଗୀତର ଚିତ୍ତାକର୍ଷକ କାର୍ଯ୍ୟକ୍ରମ 'ସୁନେଲି ସନ୍ଧ୍ୟା' । ରାଉରକେଲାର ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ
Read More...