Daily Archives

ବଲାଙ୍ଗିରରେ ସ୍ଵୟଂ ସେବକମାନଙ୍କ ନଗର ସଞ୍ଚାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସ । ଏହି ଅବସରରେ ଜିଲ୍ଲାର ସ୍ଵୟଂ ସେବକ ମାନଙ୍କ ଏକ ସଂଚାଳନ ୧୩୨ ଜଣଙ୍କୁ ନେଇ କଦମ୍ ପଡା ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର ଠାରୁ ସମ୍ମିଳନୀ ପରେ ଦିନ ଦୁଇଟାରୁ ବାହାରି ବଲାଙ୍ଗିର ନଗରର
Read More...

ସହରର ବିଭିନ୍ନ ସ୍ଥାନରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇ ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ପ୍ରାୟତଃ ଆଗ ଅପେକ୍ଷା ବର୍ତ୍ତମାନ ନିଶା କାରବାର ବଢି ବଢି ଚାଲିଥିବା ବେଳେ ଏଥିପାଇଁ ନିଶାଖୋରଙ୍କ ଦୌରାତ୍ମ୍ୟ ବଢିବା ସହ ପ୍ରତ୍ୟେକ ଦିନରେ କିଛି ନା କିଛି ଅପରାଧ ନିଶ୍ଚୟ ଘଟୁଛି । ତେବେ ଏତିପ୍ରତି ଧ୍ୟାନ ଦେଇ ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହରର
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ : ଗାନ୍ଧୀ ଦର୍ଶନ ଓ ଚିନ୍ତନ ପ୍ରଚାର ପ୍ରସାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତ୍ୟୁଷ ରୁ ଜିଲ୍ଲା ସୂଚନା
Read More...

ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟ ରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲୋକ କଳା ଗ୍ରାମ କର୍ତ୍ତଙ୍ଗ ଠାରେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର
Read More...

ସଂଗ୍ରାମୀ ପୀଠରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଠାରେ ଭଟଲି ନିର୍ବାଚନମଣ୍ଡଳୀ ତରଫରୁ ବିଧାୟକ ସୁଶାନ୍ତ ସିଂହଙ୍କ ନେତୃତ୍ବରେ ଜନ ସଂପର୍କ ପଦଯାତ୍ରାର ଶୁଭାରମ୍ଭ
Read More...

ଜାତୀୟ ରକ୍ତଦାନ ଦିବସ ଅବସରରେ ସ୍ୱର୍ଗତ ଟୁକୁ ମିଶ୍ରଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଜାତୀୟ ରକ୍ତଦାନ ଦିବସ ପାଳନ ଅବସରରେ ରକ୍ତଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା ବରଗଡର ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ର (ଟୁକୁ ବାବୁ)ଙ୍କ ସ୍ମୃତିରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓଡିଶା ରକ୍ତ କେନ୍ଦ୍ର, ସିଏଚସି ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା ।
Read More...

ବିଜୁ ଜନତା ଦଳ ଆଗଲପୁର ବ୍ଲକ ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନଵୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକର ରିନ୍‌ବଚନ ପଂଚାୟତ ଠାରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ
Read More...

ବଲାଙ୍ଗିର ଓମ୍ ଅଟୋ ମୋବାଇଲ୍‌ସ୍‌ ଠାରେ ତେଜା ଇ ପ୍ରୋ ଅଟୋ ସୋ’ ରୁମ୍ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଭାରତ ପେଟ୍ରୋଲିୟମ ସମ୍‌ନରେ ଓମ୍ ଅଟୋ ମୋବାଇଲ୍‌ସ୍‌ ଠାରେ ତେଜା ଇ ପ୍ରୋ ଅଟୋ ଉଦ୍‌ଘାଟିତ ହୋଇଯାଇଛି । ତେବେ ଏହି ଅଟୋ ଡିଜେଲ ଓ ଇଲେକ୍ଟ୍ରିରେ ଚାଲିବାକୁ ଥିବା ବେଳେ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଅନ୍ୟ ଅଟୋ ଅପେକ୍ଷା
Read More...

ବ୍ୟଙ୍ଗ ଦୃଷ୍ଟି : କି ହେବ ଗାନ୍ଧୀ ଭଜିଲେ….

ଦେବଶିଷ ମିଶ୍ର ସକାଳୁ ତରବରରେ ଉଠୁ ଉଠୁ ମନେପଡିଲା ଆରେ ଆଜି ପରା ଗାନ୍ଧୀ ଜୟନ୍ତି । ନିଉଜ୍‌ କଭର୍‌ କରିବା ପାଇଁ ବାହାରି ଗଲି । ଯାଉ ଯାଉ ସାଥୀ ସାମ୍ବାଦିକ ବନ୍ଧୁ ସହ ଦେଖା ହୋଇଗଲା । ବନ୍ଧୁ ପଚାରିଲା- କ’ଣ ବେ, ଆଜି ବି ଲେଟ୍‌, ଠିକ୍‌ କଲୁ ଏବେ ବୁଢାର ମଣ୍ଡପ ସଜା ଚାଲିଛି । ସରିଲେ
Read More...

କଂସର ପଞ୍ଚାୟତ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଗ୍ରାମସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରପଞ୍ଚ ଆନନ୍ଦ ବେହେରା କଂସର ଗ୍ରାମ ପଞ୍ଚାୟତକୁ ବାହ୍ୟ ମଳ ମୁକ୍ତ, ପୋଲିଥିନ ଫ୍ରି ସୁସ୍ଥ ଏବଂ ସ୍ୱଚ୍ଛ ପଂଚାୟତ ଭାବେ ଘୋଷଣା କରିଥିଲେ । ସରକାରଙ୍କ ନିର୍ଦ୍ଧାରିତ ନଅ ଟି ଥିମ୍‌ ଉପରେ ନିଜ ପଂଚାୟତକୁ ପ୍ରତ୍ୟେକ କ୍ଷେତ୍ରରେ ବିକଶିତ କରିବା ପାଇଁ
Read More...