ବଲାଙ୍ଗିର ଓମ୍ ଅଟୋ ମୋବାଇଲ୍‌ସ୍‌ ଠାରେ ତେଜା ଇ ପ୍ରୋ ଅଟୋ ସୋ’ ରୁମ୍ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଭାରତ ପେଟ୍ରୋଲିୟମ ସମ୍‌ନରେ ଓମ୍ ଅଟୋ ମୋବାଇଲ୍‌ସ୍‌ ଠାରେ ତେଜା ଇ ପ୍ରୋ ଅଟୋ ଉଦ୍‌ଘାଟିତ ହୋଇଯାଇଛି । ତେବେ ଏହି ଅଟୋ ଡିଜେଲ ଓ ଇଲେକ୍ଟ୍ରିରେ ଚାଲିବାକୁ ଥିବା ବେଳେ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଅନ୍ୟ ଅଟୋ ଅପେକ୍ଷା ଅଧିକ ସୁବିଧା ପ୍ରଦାନ କରିବ ବୋଲି କୁହାଯାଇଛି । ଏହି ଅବସରରେ ଅଟୋ କମ୍ପାନୀର ମ୍ୟାନେଜର ପ୍ରବୋଦ କର, ଓମ୍ ଅଟୋ ମୋବାଇଲ୍‌ସ୍‌ର ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 4 =