ସହରର ବିଭିନ୍ନ ସ୍ଥାନରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇ ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଥିବା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ପ୍ରାୟତଃ ଆଗ ଅପେକ୍ଷା ବର୍ତ୍ତମାନ ନିଶା କାରବାର ବଢି ବଢି ଚାଲିଥିବା ବେଳେ ଏଥିପାଇଁ ନିଶାଖୋରଙ୍କ ଦୌରାତ୍ମ୍ୟ ବଢିବା ସହ ପ୍ରତ୍ୟେକ ଦିନରେ କିଛି ନା କିଛି ଅପରାଧ ନିଶ୍ଚୟ ଘଟୁଛି । ତେବେ ଏତିପ୍ରତି ଧ୍ୟାନ ଦେଇ ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଥିବା ଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nineteen − nine =