Daily Archives

ଖପ୍ରାଖୋଲ ଥାନାରେ ବଲାଙ୍ଗିର ପୋଲିସର ରକ୍ତଦାନ ଶିବର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ଥାନା ପରିସରରେ ବଲାଙ୍ଗିର ପୋଲିସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ଏସ୍‌ପି ନିତିନ
Read More...

ଆଦର୍ଶ ଶିକ୍ଷକ ବାବାଜୀ ପ୍ରସାଦ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌ : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ନିବାସୀ ଆଦର୍ଶ ଶିକ୍ଷକ ବାବାଜୀ ପ୍ରସାଦ ମିଶ୍ରଙ୍କ ୭୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଅମୂଲ୍ୟମଣି ମିଶ୍ର, ଏକମାତ୍ର ପୁତ୍ର ସହକାରୀ ପ୍ରଫେସର ଡ. ଜୟ
Read More...

ଆଜି ରାତିରେ ମୁକ୍ତିଲାଭ କରିବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଆଉ ଏକ ମହାନ୍ ପର୍ବ ଭାଇ ଜିଉନ୍ତିଆ ଉପରେ ଆଧାରିତ କୋଶଲୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରାରେ ଆଜି ରାତିରେ ମୁକ୍ତିଲାଭ କରିବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଆଉ ଏକ ମହାନ୍ ପର୍ବ ଭାଇ ଜିଉନ୍ତିଆ ଉପରେ ଆଧାରିତ କୋଶଲୀ ସର୍ଟ ଫିଲ୍ମ "ମୋହିନୀ" । କାଇଁଚ ମିଡ଼ିଆର ତୃତୀୟ କୋଶଲୀ ସର୍ଟ ଫିଲ୍ମର ପ୍ରଯୋଜକ ଭାବରେ ଗୋପୀନାଥ ଦଣ୍ଡସେନା, ମୀନକେତନ
Read More...

୫୫ବର୍ଷରେ ଟିକ୍ରାପଡା ଦୁର୍ଗାପୁଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ସ୍ଥାନୀୟ ଟିକ୍ରାପଡା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ରେ ୫୫ ତମ ସାର୍ବଜନୀନ ଦୁର୍ଗାପୂଜା ଗତ ୨୫ ତାରିଖ ରବିବାର ଠାରୁ ବିଲ୍ୱଧିବାସ ସହ ନବରାତ୍ର ଦୁର୍ଗାପୂଜାର ବିଧି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜା କମିଟିର ସଭାପତି ପ୍ରକାଶ
Read More...

ନଭେମ୍ବରରେ ରଜତ ଜୟନ୍ତୀ ପାଳନ କରିବ ‘ନଟରାଜ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳା ପରିଷଦର ଏକ ବିଶେଷ ସଭା ଅନୁଷ୍ଠାନର ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ତଥା ଚେୟାରମେନ୍‌ ଡ. ଶ୍ରୀକର ମିଶ୍ର, ସମ୍ପାଦକ ପ୍ରହଲ୍ଲାଦ ଦର୍ଜୀ, କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ଆଚାର୍ଯ୍ୟ,
Read More...

ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଜରିଆରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଫଳତା ଲାଭ କରିଥିଲା : ନୃସିଂହନାଥରେ ଗାନ୍ଧୀ ଜୟନ୍ତୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଂରେଜ ଶାସନରୁ ଦେଶକୁ ମୁକ୍ତି କରିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ସାରାଦେଶରେ ଚଲାଇଥିଲେ ସେହି 'ସତ୍ୟାଗ୍ରହ 'କୁ ପାଥେୟ କରି ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରୁ ବାଲକୋର ଖଣି ପ୍ରକଳ୍ପକୁ ବାତିଲ କରିବାରେ ଗନ୍ଧମାର୍ଦ୍ଦନର
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ଛାତ୍ର କଂଗ୍ରେସର ମହାବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୧୫୩ ତମ ଗାନ୍ଧୀ ଜୟନ୍ତୀ ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତା ସ୍ଥାନୀୟ ଆଇନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସଦସ୍ୟ ତଥା
Read More...

ସାମୁଦ୍ରିକ ବାତ୍ୟାର ସୃଷ୍ଟି, ପୂର୍ବାନୁମାନ ଏବଂ ଏହାର ପ୍ରଭାବ ଆଲୋଚନାରେ ଡେଲାଙ୍ଗରୁ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉହିଆ) : ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତା.୩୦/୦୯/୨୦୨୨ରିଖରେ ଆୟୋଜିତ ହୋଇଥିବା ୱେବ୍‌ନର ବିଷୟ " ସାମୁଦ୍ରିକ ବାତ୍ୟାର ସୃଷ୍ଟି, ପୂର୍ବାନୁମାନ ଏବଂ ଏହାର ପ୍ରଭାବ "ଆଲୋଚନାରେ ଡେଲାଙ୍ଗରୁ ପରିବେଶ ପ୍ରେମୀ ତଥା ଆଇନଜୀବୀ
Read More...

ଗଞ୍ଜାମରେ ଗାନ୍ଧୀ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସାନ ବଜାର ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ତତ୍ୱାବାଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ପ୍ରେସ କ୍ଳକ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା
Read More...

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ସ୍ଥିତ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ
Read More...