Daily Archives

ଡୁଙ୍ଗୁରିପାଲି ସମେତ ବ୍ଲକ ଅଞ୍ଚଳ ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟସ୍‌ ଓ ଢ଼ାବା ଉପରେ ଅଚାନକ ଯାଞ୍ଚ

ଜିଲ୍ଲାର ଖାଉଟିମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ଚଢ଼ାଉହୋଟେଲ ଓ ଢ଼ାବା ଗୁଡିକରୁ ୪୦ ଗୋଟି ଘରୋଇ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଜବତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼.
Read More...

ଯୋଗାଣ ସହାୟକଙ୍କ ଚାଉଳ ଆବଣ୍ଟନରେ ଅନିୟମିତତା ଅଭିଯୋଗ

ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଲେ ହିତାଧିକାରୀ : ପ୍ରତିଶୃତି ପରେ ଧାରଣାରୁ ଓହରିଲେ ପାଟଣାଗଡ, (ଗୋରେଖନାଥ ବରିହା) : ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସହ କେହି ଭୋକିଲା ନ ରଖିବା ପାଇଁ ରାସନ୍ ସମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ
Read More...

ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଚତୁର୍ଥ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ଖପ୍ରାଖୋଲ ଓ ମୁରିବାହଲ, ଟିଟିଲାଗଡ ଓ ତୁରେକେଲା, ଗୁଡଭେଲା ଓ ଆଗଲପୁର, ବଙ୍ଗୋମୁଣ୍ଡା ଓ ବେଲପଡା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ
Read More...

ସର୍ବଶିକ୍ଷା ଯୋଜନା ତରଫରୁ ସୁନେତ୍ର କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସର୍ବଶିକ୍ଷା ଅଭିଯାନ ତରଫରୁ ଆଜି ମ.ରାମପୁର ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨୮୪ ଜଣ ଛାତ୍ରଛାତ୍ରୀଙ୍କୁ ଆଖି ପରୀକ୍ଷା କରାଯାଇଥିବା ବେଳେ ୪୦ ଜଣଙ୍କୁ ଚଷମା ଓ
Read More...

ଚକରକେନ୍ଦ ମହାବିଦ୍ୟାଳୟରେ ସଫେଇ ଅଭିଯାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମାସବାପୀ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଆରମ୍ଭ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ବରଗଡ ସହ ଅନୁବନ୍ଧିତ ଯୁବ ସଂଗଠନ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ
Read More...

ଜାତୀୟସ୍ତରୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଚେନ୍ନାଇ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୬ ତାରିଖରେ ଚେନ୍ନାଇ ସ୍ଥିତ ଆସିଏଫ୍ ପାଲାନିସାମି ଇନ୍‌ଡୋର ଷ୍ଟାଡିୟମରେ ୧୯ତମ ସର୍ବ ଭାରତୀୟ ମୱାତେକା ସିଟୋରିଓ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସ୍ଥାନୀୟ ରେଲୱେ ଷ୍ଟେସନ୍‌ ଛକ ସ୍ଥିତ କରାଟେ ଏକାଡେମୀର ୧୦ ଜଣ
Read More...

ବଲାଙ୍ଗିର ଦିନ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ପାଳନକୁ ନେଇ ବଲାଙ୍ଗିର ଜିଲ୍ଲା ଏବଂ ସହରର ସମସ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଦଳକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତେ ଏକଜୁଟ ହୋଇ ବଲାଙ୍ଗିର ଦିନକୁ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।
Read More...

ସେକ୍ସ ର‍୍ୟାକେଟ୍‌ର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେକ୍ସ ର‍୍ୟାକେଟ୍‌ର ଅଭିଯୁକ୍ତମାନଙ୍କୁ ଆଜି ପୂର୍ବାହ୍ନରେ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଟାଉନ୍‌ ଥାନା ଆଇଆଇସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ତା.୧୩.୧୦.୨୦୨୨ରିଖ ସନ୍ଧ୍ୟା ପ୍ରାୟ ୬.୨୫ ଟା ସମୟରେ ଜାନବୀ
Read More...

ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ଉପସ୍ଥିତିରେ ଜୋନସ୍ତରୀୟ ରେଲୱେ ବୈଠକ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ଗ୍ରାଣ୍ଡ ଶିବା ଠାରେ ରେଲୱେ ଡିଭିଜନାଲ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ସୁରେଶ ପୂଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପସ୍ଥାପନା କରିଥିଲେ ।
Read More...

ଗଞ୍ଜାମ ଥାନାର ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସନ୍ତୋଷ କୁମାର ବେହେରା ଶୁକ୍ରବାର ଦିନ ଗଞ୍ଜାମ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଛତ୍ରପୁର ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଏହି ଥାନାର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଚମାଖଣ୍ଡି ଥାନାକୁ ବଦଳି
Read More...