ଗଞ୍ଜାମ ଥାନାର ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସନ୍ତୋଷ କୁମାର ବେହେରା ଶୁକ୍ରବାର ଦିନ ଗଞ୍ଜାମ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଛତ୍ରପୁର ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଏହି ଥାନାର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଚମାଖଣ୍ଡି ଥାନାକୁ ବଦଳି ହୋଇଛି । ସହରରେ ଆଇନ ଶୃଙ୍ଖଳା, ପେଟ୍ରୋଲିଙ୍ଗ ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ନୂତନ ଆଇଆଇସି ବେହେରା ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

6 − 4 =