Browsing Tag

ganjam news

​ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ଗଞ୍ଜାମ, (କେପିଏନ୍‌ଏସ୍‌) : ଓଡ଼ିଶା ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଆଇସିଡିଏସ୍‌ ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ନୃସିଂହ ବେହେରା । ଅଙ୍ଗନବାଡି କେନ୍ଦ୍ରର ବକେୟା ଘରଭଡା ମଂଜୁର କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
Read More...

ଗଞ୍ଜାମରେ ପାର୍ବଣ ପୂର୍ବରୁ ଫୁଟିଲା ଗୁଳି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସରାବାଡି ଗ୍ରାମର ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ଉକ୍ତ ଗ୍ରାମର ୩୦ ବର୍ଷୀୟ ଯୁବକ ଜୟସେନ ପ୍ରଧାନଙ୍କ ଉପରକୁ ଦୁଇ…
Read More...

ଭଞ୍ଜନଗର ପୋଲିସକୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପ୍ରଶାସନକୁ ମିଳିଛି ଏକ ବଡ ସଫଳତା । ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ନୂଆଗାଁ ସେତୁ ନିକଟରେ ସନ୍ଦେହ ଆଧାରରେ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ଅଟକାଇ ସେଥିରେ ମହଜୁଦ ଥିବା ୬୬ଟି ଜରି ବସ୍ତାରେ ପାଖାପାଖି ୩୩ ହଜାର ଲିଟର ନକଲି ମଦ ଜବତ କରିଥିବା…
Read More...

ଗଞ୍ଜାମ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

୪ ବର୍ଷ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଗଞ୍ଜାମ ଏନ୍‌ଏସିରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଗଞ୍ଜାମ ଏନ୍‌ଏସି ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଗଞ୍ଜାମ ଏନ୍‌ଏସି ରାଜ୍ୟସ୍ତରରେ ପୁରସ୍କୃତ : ମିଳିଲା ୨ କୋଟି ଟଙ୍କା

ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେଲା ଗଞ୍ଜାମ ଏନ୍‌ଏସି ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ୱରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଏନ୍ଏସିକୁ ଉଲ୍ଲେଖନୀୟ ସଫଳତା ସକାଶେ…
Read More...

ବିଦ୍ୟୁତ ଆଘାତରେ ୧୩ ବର୍ଷର ନାବାଳକ ମୃତ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଖଲ୍ଲିକୋଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ଜଣେ ୧୩ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କୈରାସୀ ଗ୍ରାମ ପକ୍ଷୀରାଜ ସାହିର ମଙ୍ଗୁଳୁ ନାହାକଙ୍କ ପୁଅ ବିସ୍ମୟ ନାହାକ ।ବିସ୍ମୟ କୈରାସୀ ସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ…
Read More...

ଢାବା ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମରେ ଢାବା ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଜାତୀୟ ରାଜପଥ-୧୬ ପାର୍ଶ୍ୱରେ ଥିବା ଏକ ଢାବାର ଶୌଚାଳୟରୁ ମିଳିଛି ମୃତଦେହ । ମୃତ ଯୁବକ ହେଲେ ବି. ଶିବା ପାତ୍ର । ତିନି ଦିନ ଧରି ନିଖୋଜ ଥିବା ଶିବାଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ବଢ଼ିଛି…
Read More...

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଧ୍ରୁବ ଚରଣ ସାହୁଙ୍କ ସହ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ତହସିଲ ଅନ୍ତର୍ଗତ ହୁମା ପଞ୍ଚାୟତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଭେଟି ଘରପଟ୍ଟା ପାଇଁ ନିବେଦନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ…
Read More...

ଋଷିକୂଲ୍ୟା ନଦୀରୁ ଦୁଇ ମୃତ ଦେହ ଉଦ୍ଧାର

ମିଳିଲା ଯୁବକ ଯୁବତୀଙ୍କ ପରିଚୟ, ହତ୍ୟା ଅଭିଯୋଗ ଆଣିଲେ ପୁଅଘର ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ । ଗୁରୁବାର ସେମାନଙ୍କ…
Read More...

ଗଙ୍ଗା ଦେବୀ ମନ୍ଦିର ପାର୍ଶ୍ଵ ଋଷିକୁଲ୍ୟା ନଦୀରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମ ଗଙ୍ଗା ଦେବୀ ମନ୍ଦିର ନିକଟସ୍ଥ ଋଷିକୁଲ୍ୟା ନଦୀରୁ ବୁଧବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ନଦୀ ଜଳରେ ସକାଳେ ଜଣେ ଯୁବତୀଙ୍କ ମୃତ ଦେହ ଓ ଅପରାହ୍ନରେ ଜୈନେକ ଯୁବକଙ୍କ…
Read More...