Browsing Tag

ganjam news

ଓଏସ୍‌ଏପି ଅଷ୍ଟମ ବାଟାଲିୟନରେ ବଡାଖାନା କାର୍ଯ୍ୟକ୍ରମରେ ଦୁର୍ଗପତିଙ୍କୁ ସମର୍ଦ୍ଧନ

ଗଞ୍ଜାବ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନତିଦୂରରେ ରହିଥିବା ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁର୍ଗପତି ଶାରଦା ପ୍ରସାଦ ଦାଶ ଯୋଗଦେଇ ବାଟାଲିୟନରେ କାର୍ଯ୍ୟରତ ସମସ୍ତ ଅଫିସର, ହାବିଲଦାର, ସିପାହୀ, ଓ ଓଡ୍ରାପ
Read More...

ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବନ ପାଣିଗ୍ରାହିଙ୍କ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା ) : ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବନ ପାଣିଗ୍ରାହିଙ୍କ ଦ୍ୱାଦଶ ଦିବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ୍‌ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ପୌରାଞ୍ଚଳ ବରିଷ୍ଟ
Read More...

ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା : କାରଣ ଅସ୍ପଷ୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧୀନ ପାଣ୍ଡିଆତନ୍ଦରା ସାହିରେ ବୀଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା । ଖବର ମୁତାବକ
Read More...

ପିକଅପ୍ ଭ୍ୟାନ ଓଲଟି ୨ ମୃତ, ୧୫ ଜଣ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଗୁରୁତର ହୋଇଛନ୍ତି । ତେବେ ସେମାନଙ୍କ ଭିତରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ,
Read More...

ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ୭୭ ବର୍ଷ ବୟସରେ ପବିତ୍ର ଦୋଳପୁର୍ଣ୍ଣିମା ଗଞ୍ଜାମ ଦୋଳଯାତ୍ରା ଉଦ୍‌ଯାପନ ସମାରୋହ ସମୟରେ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କରି ଶିକ୍ଷା
Read More...

ଗଞ୍ଜାମର ଐତିହାସିକ ଦୋଳଯାତ୍ରା : ଚତୁର୍ଥ ଦିନ ପଟୁଆର ରୋଷଣୀରେ ନିଜ ସ୍ଥାନ ମାଡିଲେ ୧୬ ଠାକୁର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମର ଐତିହାସିକ ପବିତ୍ର ଦୋଳଯାତ୍ରା ଅବସରରେ ସାହିଯାତ୍ରା ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇ ରବିବାର ଶେଷ ହୋଇଯାଇଛି । ରାତିରେ ମନ୍ଦିରମାନଙ୍କରେ ଠାକୁରମାନଙ୍କୁ ମନ୍ଦିର ସମ୍ମୁଖରେ ସୁସଜ୍ଜିତ ବୀମାନରେ ଉପବେଶନ କରାଯିବା ପରେ ବିଭିନ୍ନ ସାହିରେ
Read More...

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଷଣ୍ଢ ଆକ୍ରମଣରେ ଗାଁର ଜଣେ ବୃଦ୍ଧା ତଥା ବି.ପୁରୁଷୋତ୍ତମ ପାତ୍ରଙ୍କ ପତ୍ନୀ ବି.କାମିଲି ପାତ୍ର (୫୮)ଙ୍କ ମୃତ୍ୟୁ ଘଟିଛି । କାମିଲି ସକାଳୁ ଘର ପାଖକୁ କୌଣସି ଏକ କାମରେ ଯାଉଥିବା
Read More...

ଗଞ୍ଜାମ ସହରରେ ମା’ ଭୈରବୀ ଠାକୁରାଣୀ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ମା' ଭୈରବୀ ଠାକୁରାଣୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଦ୍ୟ ବାଜଣା ସହକାରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରା ଏକ ଶୋଭାଯାତ୍ରା ଯଜ୍ଞ
Read More...

ବ୍ୟବସାୟୀଙ୍କଠାରୁ ଟିକସ୍‌ ଆଦାୟ : ଅସୁବିଧାରେ ମହିଳା ବ୍ୟବସାୟୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ପାଇଁ ସମଗ୍ର ସହର ବର୍ତ୍ତମାନଠାରୁ ଉତ୍ସବମୁଖର ହେଲାଣି । ଗୁରୁବାର ଦିନ ଏକାଦଶୀ ଅବସରରେ ବିଭିନ୍ନ ସାହିରେ ଠାକୁରମାନେ ବିମାନରେ ବସି ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ସହ ନିଜ ନିଜ ସାହିରେ ଦ୍ୱାର ଭୋଗ
Read More...

ଭକ୍ତର ଭାବନାକୁ କୋଠାରଘାତ : ଏନ୍‌ଏସି ଜେଇ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଆସନ୍ତା ୨୧ ତାରିଖରୁ ୨୫ ତାରିଖ ମଧ୍ୟରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ସମଗ୍ର ସହର ଏକ ପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ଯାତ୍ରା ପାଇଁ ସାହିବାସୀଙ୍କ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ଅନ୍ୟ ପଟେ ବିଜ୍ଞାପିତ
Read More...