Browsing Tag

ganjam news

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା କଲେଜ ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ନାଇଡୁପଲ୍ଲୀ ଗ୍ରାମର ବୋଲି ଜଣାପଡ଼ିଛି । ପ୍ରାପ୍ତ…
Read More...

ଠାକୁରାଣୀଙ୍କ ମନ୍ଦିର ପାଇଁ ଭୂମି ପୂଜା କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା' ଠାକୁରାଣୀ ମନ୍ଦିର । ଏଥି ପାଇଁ ବୁଧବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭୂମି ପୂଜା କରିଛନ୍ତି । ଭୂମିପୂଜନ ବେଳେ ସମିତି ସଭ୍ୟାଙ୍କ ପ୍ରତିନିଧି ଲିଙ୍ଗରାଜ…
Read More...

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ତା) : ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣ ମୂଳକ ଯୋଜନା ଓ ଶାସନ ଉପରେ ଆସ୍ଥା…
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ଗଞ୍ଜାମ ମହାବିଦ୍ୟାଳୟରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । କଲେଜ ଅଧ୍ୟକ୍ଷା ଡ. ସ୍ମରଣିକା ହୋତାଙ୍କ ନିର୍ଦ୍ଦେଶନାରେ କଲେଜ ପରିସରରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜ କର୍ମଚାରୀ, ଏନ୍‌ସିସି କ୍ୟାଡେଟ୍,…
Read More...

କାଳବୈଶାଖୀର ପ୍ରଭାବ : ଅନ୍ଧାରରେ ଚାରି ଗାଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସନ୍ଧ୍ୟାରେ ପ୍ରବଳ ଘଡଘଡି ସହ ବର୍ଷା ସାଙ୍ଗକୁ କାଳବୈଶାଖୀରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମ କ୍ଷତି ଗ୍ରସ୍ତ ହୋଇଛି । ଏହି କାଳ ବୈଶାଖୀ ପ୍ରଭାବରେ ସାନ ବଡ଼ ଗଛ ସବୁ ଟଳି ପଡ଼ିଥିବା ବେଳେ ବିଦ୍ୟୁତ ତାର ସବୁ ଛିଣ୍ଡି ପଡ଼ିଥିବା…
Read More...

ଜଗନ୍ନାଥ ପୂଜକ କନ୍ଧ ଶତପଥୀଙ୍କ ଘର ଭାଙ୍ଗିବା ପାଇଁ ପ୍ରୟାସ : ନିରାଶ ହେଲା ପ୍ରଶାସନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ତା) : ଗଞ୍ଜାମ ସହର ୫ ନମ୍ବର ୱାର୍ଡ ତ୍ରିବେଣୀ ମଠ ଛକ ଠାରେ ୭୦ ବର୍ଷ ହେବ ବାସ କରି ରହି ଆସୁଥିବା ଜଗନ୍ନାଥ ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର ପୂଜକଙ୍କ ଘର ଉଚ୍ଛେଦ ପାଇଁ ଦୀର୍ଘ ବର୍ଷ ହେବ ପ୍ରୟାସ କରାଯାଉଥିଲେ ମଧ୍ୟ ରାଧାକୃଷ୍ଣ ମନ୍ଦିର କର୍ତ୍ତପକ୍ଷ ଓ…
Read More...

ଜାତୀୟ ରାଜପଥରେ ଦୁଇ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ଧକ୍କା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ - ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜସଷ୍ଟିଙ୍ଗ ନିକଟରେ ଗୋଟାଏ କାର୍ ଅନ୍ୟ ଏକ କାର୍‌କୁ ପଛରୁ ଧକ୍କା ଦେଇ ଡିଭାଇଡର ଅତିକ୍ରମ କରି ଅନ୍ୟ ପାର୍ଶ୍ଵ ରୋଡ଼କୁ ଯାଇ ବିପରୀତ ଦିଗରୁ ଆସୁଥିବା ଏକ…
Read More...

ହୁମା ଓଭର ବ୍ରିଜ ନିକଟରେ ପୁଣି ଦୁର୍ଘଟଣା : ବସ ସହ ଆଇଜର ଟ୍ରକ ମୁଁହାମୁଁହି ଧକ୍କା

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶନିବାର ଭୋର ଚାରିଟାରେ ହୁମା ଓଭର ବ୍ରିଜ ଠାରେ ପୁଣି ଏକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଆନ୍ଧ୍ରା ଯାଉଥିବା ଆଇଜର ଟ୍ରକ ଡବ୍ଲ୍ୟୁ ବି ୨୯ ଇ ୬୮୨୦ ସହ ବ୍ରହ୍ମପୁର ପଟୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ନଂ ଓଡ଼ି…
Read More...

ସାଂସଦ ଓ ବିଧାୟକଙ୍କ ଦ୍ଵାରା ନବ ଅର୍ନ୍ତଚିକିତ୍ସା ବିଭାଗ ଗୃହ ଶୁଭ ଉଦ୍‌ଘାଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ନବନିର୍ମିତ ବହିରଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁକ୍ରବାର ଶୁଭ ଉଦ୍‌ଘାଟନ…
Read More...

ଘର ସମ୍ମୁଖରୁ ବାଇକ ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ : ଗଞ୍ଜାମ ସହରରେ ଏବେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି । ସହରର କୈବର୍ତ୍ତ ସାହି ସ୍ଥିତ ସାତଭଉଣୀ ମନ୍ଦିର ନିକଟ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ କିଛି ଦୂରରେ ଥିବା ଘର ଆଗରୁ ଗତକାଲି ବିଳମ୍ବିତ ରାତିରେ…
Read More...