Daily Archives

ଝାଙ୍କରପାଲି ଠାରେ ୨୦ ତମ ସାର୍ବଜନୀନ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଠାରେ ୨୦ ତମ ସାର୍ବଜନୀନ ମା' ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମା'ଙ୍କ ଏହି ପୂଜା ଝାଙ୍କରପାଲି ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ବେଳେ ଏହା ଆଜି ଠୁ ଆରମ୍ଭ ହୋଇ
Read More...

ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏଥିପାଇଁ ବଲାଙ୍ଗିର ପୂର୍ବତନ ସାଂସଦ ଶ୍ରୀ ସିଂହଦେଓ
Read More...

ହାସ୍ୟ ବ୍ୟଙ୍ଗ କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ, ଡେଲାଙ୍ଗ ଷ୍ଟେସନ ବଜାର ତରଫରୁ କବି ଚନ୍ଦ୍ରଶେଖରଙ୍କ ଜନ୍ମଦିନ ଅବସରରେ ଡ. ହେମନ୍ତ କୁମାର ଛୋଟରାୟଙ୍କ ସଭାପତିତ୍ୱରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଜି କାଲିର ଅଧୋପତନମୁଖୀ ସମାଜକୁ ସଚେତନ କରିବା ପାଇଁ
Read More...

ବିଦ୍ୟୁତ କମ୍ପାନୀକୁ ଛାଡ଼, ଗ୍ରାହକ ମୁଣ୍ଡରେ ଅଠା ବୋଳିବେ ରାଜ୍ୟ ସରକାର : ସଭାପତି ରମେଶ ଶତପଥୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଏକ ଜନକଲ୍ୟାଣ ରାଜ୍ୟରେ ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଦେବା ସରକାର ପ୍ରାଥମିକ ଦେବା ଉଚିତ । କିନ୍ତୁ ରାଜ୍ୟ ସରକାର ନିଜର ଅପାରଗତା ଏବଂ ବେପରୁଆ ମନୋଭାବ ଯୋଗୁଁ ଗତ ୧୦ ବର୍ଷରେ ଗ୍ରୀଡ଼କୋର କ୍ଷତି ହୋଇଥିବା ୭୭୮୮ କୋଟି ଟଙ୍କା ବିଦ୍ୟୁତ ଦର
Read More...

ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

ଶିକ୍ଷକମାନେ କେବେ ବୃଦ୍ଧ ଓ ଅବସର ନିଅନ୍ତି ନାହିଁ ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷକମାନେ ସଦାସର୍ବଦା ଆବେଗମୟ । ସେମାନେ କେବେ ବୃଦ୍ଧ ହୁଅନ୍ତି ନାହିଁ କି ଅବସର ନିଅନ୍ତି ନାହିଁ ବୋଲି ଅତିଥିମାନେ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶ କରିଛନ୍ତି । ପ୍ରାକ୍ତନ ସରକାରୀ ଶିକ୍ଷକ
Read More...

ବ୍ଲକଛକ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ଝଲକିବ ମା' ଗଜଲକ୍ଷ୍ମୀଙ୍କ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକଛକ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ
Read More...

ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦଶହରା ପୂର୍ଣ୍ଣିମା ଅବସରରେ ପ୍ରଥମ ଥର ପାଇଁ ଲୋଇସିଂହା ସ୍ଥିତ ମା' ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢୋଲମହୁଲ ଶାରଳା ଶକ୍ତିପୀଠର ପୂଜକ ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବୀଙ୍କ ସୁଦୃଶ୍ୟ ଛତର ସ୍ଥାନୀୟ
Read More...

ନୃସିଂହନାଥରେ ଚଣ୍ତୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ନିକଟସ୍ଥ ରାମଚଣ୍ଡୀ ମନ୍ଦିରରେ ରବିବାର ଚଣ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକାରେ କୁଲତା ଜାତିର ମା' ଭଉଣୀମାନେ ଏକତ୍ରୀତ ହୋଇ ୩୦୧ କଳସରେ ନୃସିଂହନାଥ ଝରଣାରୁ ପବିତ୍ର ପାଣି
Read More...

ନଟରାଜ କଳା ପରିଷଦର ରଜତ ଜୟନ୍ତୀ ସମାରୋହ ସ୍ୱର୍ଗତ ଲଳିତ ନାୟକଙ୍କୁ ସମର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳାପରିଷଦର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନଟରାଜ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସ୍ଥାୟୀ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ନେତୃତ୍ୱରେ ସ୍ୱଚ୍ଛତା ସଚେତନ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସରଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଶିବ ମନ୍ଦିର ପରିସରରେ ଅଲିଆ ଆବର୍ଜନା ସଫା କରାଯିବା ସହ ଜନସାଧାରଣମାନଙ୍କୁ ସ୍ୱଚ୍ଛତା ସଚେତନ ବାର୍ତ୍ତା ଦିଆଯାଇଥିଲା । ୭୫ତମ
Read More...