Daily Archives

ଯୁବ କୁଲୁତା ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ, ଫରେଷ୍ଟ ଡିଭିଜନ ବଲାଙ୍ଗିର ଓ ମ୍ୟୁନିସିପାଲିଟି ବଲାଙ୍ଗିରର ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର
Read More...

ଟିଟିଲାଗଡ଼ ଏସଡିପିଓଙ୍କ ସାମ୍ବାଦିକ ସମ୍ବିଳନୀ : ଦୋକାନରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର…

ପିକଅପ ଭ୍ୟାନ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୭ ତାରିଖ ଦିନ ଗୋଟିଏ ଦୋକାନ ଠାରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ସଇଁତଲା ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ
Read More...

ବଲାଙ୍ଗିରରେ ଧୁମ୍‌ଧାମ୍‌ରେ ମହମ୍ମଦ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମହମ୍ମଦ ଜୟନ୍ତୀ । ଏହି ଅବସରରେ ବଲାଙ୍ଗିର ସହରର ସୁନି ସଦର ମସ୍‌ଜିଦ୍‌ ପକ୍ଷରୁ ଧୁମ୍‌ଧାମ୍‌ରେ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି । ସୁନି ସଦର ମସ୍‌ଜିଦର ଅଧ୍ୟକ୍ଷ ନସିର ଖାନଙ୍କ ଅଧ୍ୟକ୍ଷତାରେ ସହରର ଟିକ୍ରାପଡା ଠାରୁ ଏକ ସଦ୍‌ଭାବନା ଶୋଭାଯାତ୍ରାରେ
Read More...

ଓଏଏସ୍ ପାଇଲେ ବିଷ୍ଣୁ ଗୋବିନ୍ଦ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତଥା ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ଛାତ୍ର ବିଷ୍ଣୁ ଗୋବିନ୍ଦ ଓଏଏସ୍ ପାଇଛନ୍ତି । ପିତା ଗୋପାଳକୃଷ୍ଣ ବାରିକ ଏବଂ ମାତା ଗୀତାଞ୍ଜଳି ବେହେରାଙ୍କ ପୁତ୍ର ବିଷ୍ଣୁ ମ.ରାମପୁରରେ
Read More...

ବଲାଙ୍ଗିର ଦିନ୍‌ର ସରକାରୀ ମାନ୍ୟତା ପାଇଁ ସାଂସ୍କୃତିକ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କଟାବାଞ୍ଜି ବିଧାୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଭାବେ ସରକାରୀ ମାନ୍ୟତା ଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସାଂସ୍କୃତି ମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ବଲାଙ୍ଗିର ଜିଲ୍ଲାର ଐତିହ୍ୟ, କଳା, ସାଂସ୍କୃତି ଓ ପରଂପରା ବଜାୟ ରଖି ଏହାର ବ୍ୟାପକ ପ୍ରଚାର
Read More...

ସବୁ କୋସଲବାଦୀ ସଂଗଠନମାନେ ଏକଜୁଟ ହୋଇ କୋସଲ ମୁକ୍ତି ଆନ୍ଦୋଳନରେ ଝାସ ଦେବାକୁ ଆହ୍ୱାନ ଦେଲା କୋସଲ ରାଜ୍ୟ ସମନ୍ୱୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର ବଲାଙ୍ଗିର ସହରାଞ୍ଚଳର ଏକ ଜରୁରୀ ବୈଠକ ପୁରୁଣା ରାଜବାଟୀ ଠାରେ ବଲାଙ୍ଗିର ଏକ୍ସନ କମିଟି ମୁଖ୍ୟ ତଥା ବରିଷ୍ଠ କୋସଲ ସଂଗଠକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋସଲବାଦୀ ନେତା ବିଭୁଦତ୍ତ
Read More...

କୁମାର ଉତ୍ସବ- ୨୦୨୨ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଣ୍ଡା ଗ୍ରାମ ସ୍ଥିତ ବନମାଳୀପୁର ଗ୍ରାମରେ ମା' ମଙ୍ଗଳା ପୂଜା କମିଟି ପକ୍ଷରୁ କୁମାର ଉତ୍ସବ ଅବସରରେ କୁମାରୀମାନେ ବଡ଼ ଧୁମ୍‌ଧାମ୍‌ରେ ନାଚ, ଗୀତ, ପୁଚି ଖେଳ, କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି । ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀମତୀ ରଶ୍ମିତା ବ୍ରହ୍ମା,
Read More...

ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ଦାନ ଉତ୍ସବ -୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶନିବାର ଦିନ ବଲାଙ୍ଗିର ସହରର ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ ବ୍ଲକ ଠାରେ ଦାନ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଗୋଁଡୱାନା ଗୋଁଡ ମହାସଭାର ବଲାଙ୍ଗିର ଜିଲ୍ଲା ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଯୋଗଦେଇ ଗରିବ
Read More...

ମୁସଲିମ ସମାଜର ବିଶାଳ ଶୋଭାଯାତ୍ରାକୁ ଆମ୍ବେଦକର ଯୁବ ସଂଘ ପକ୍ଷରୁ ସ୍ଵାଗତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ମହମ୍ମଦ ପେଗାମ୍ବରଙ୍କ ଜନ୍ମ ଜୟନ୍ତୀ ଓ ଇଦ୍ ଉଲ୍ ମିଲଦୁନ୍ନବି ଉପଲକ୍ଷେ ମୁସଲିମ ସମ୍ପ୍ରଦାୟର ଲୋକେ ଆଶ୍ରମପଡାରୁ ଏକ ବିଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । କଣ୍ଟାବାଞ୍ଜି ମସ୍‌ଜିଦ୍‌ରେ ପହଞ୍ଚିବା ପରେ ଶୋଭାଯାତ୍ରା ଶେଷ ହୋଇଥିଲା ।
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ଶିବପ୍ରସାଦ ପରିଡା ସଭାପତି ଓ ଶିଶିରକାନ୍ତ ଶତପଥୀ ସଂପାଦକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସାମ୍ବାଦିକ ସଂଘର ସଭାକକ୍ଷରେ ସଂଘର ସାଧାରଣ ପରିଷଦ ବୈଠକ ଓ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ସହମତି ଭିତ୍ତିରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବରେ ଆଗାମୀ ଦୁଇ
Read More...