Daily Archives

୯୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଦଶଭୁଜା

ଝାରସୁଗୁଡ଼ା : ଶିଳ୍ପସମୃଦ୍ଧ ଝାରସୁଗୁଡା ଜିଲ୍ଲାରେ ଚଳିତବର୍ଷ ମୋଟ ୯୮ଟି ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି । ଝାରସୁଗୁଡ଼ା ଥାନା ଅଞ୍ଚଳରେ ୨୦, ବ୍ରଜରାଜନଗରରେ ୧୬, ଲଇକେରାରେ ୧୬, ରେଙ୍ଗାଲିରେ ୯, ଝାରସୁଗୁଡା ସଦର ଥାନା ଅଞ୍ଚଳରେ ୮, ଓରିଏଣ୍ଟରେ ୮, ବେଲପାହାଡରେ ୬,
Read More...

ଏଲ୍‌ଇଡି ଟିଭି ବିସ୍ଫୋରଣ : ୧ ମୃତ ୨ ଗୁରୁତର

ଗାଜିଆବାଦ : ଏଲ୍‌ଇଡି ଟିଭି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଗୁରୁତର । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ହର୍ଷ ବିହାରରେ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଓମିନ୍ଦ୍ର (୧୭) । ଖବର ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ୨ଟା ବେଳେ ସମସ୍ତ ପରିବାର ସଦସ୍ୟ ଟିଭି
Read More...

ଆତଙ୍କବାଦୀ-ପୋଲିସ ଗୁଳି ବିନିମୟ : ୧୦ ଦିନରେ ନିହତ ହେଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଶୋପିଆଁ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ଜଣାପଡିଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର 'ଜୈଶ-ଏ-ମହମ୍ମଦ' ସହିତ ସମ୍ପର୍କ ଥିବା ବେଳେ
Read More...

ବିଜୟା ଦଶମୀରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ତୁରେକେଲା ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ୫୨ତମ ମା' ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରତିଦିନ କମିଟି ତରଫରୁ ମେଲଛାମୁଣ୍ଡାରୁ ଆସିଥିବା ରାମଲୀଳା, ନାଟ ଓ ଦଣ୍ଡନୃତ୍ୟର ଆୟୋଜନ କରାଯାଇଥିଲା ।
Read More...

ବିଜୟାଦଶମୀରେ ପୂଜା ମଣ୍ଡପରେ ମହିଳା ମାନଙ୍କ ସିନ୍ଦୁର ଖେଳ

ଯାଜପୁର : ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ବିଭିନ୍ନ ମଣ୍ଡପରେ ଆଜି ପାଳିତ ହୋଇଛି ବିଜୟାଦଶମୀ ଉତ୍ସବ ଓ ଅପରାଜିତା ପୂଜା । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଛି ସିନ୍ଦୁର ଖେଳ ।
Read More...

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ 'ଚିତା' ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ
Read More...

ଦକ୍ଷିଣ ଭାରତରେ ବୋମୁଲୁଗୋଲୁ ପୂଜା ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଭାରତରେ ବୋମୁଲୁଗୋଲୁ ପୂଜା ଏକ ନିଆରା ପରମ୍ପରା । ଏହା ଏକ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସିଅଛି । ଏହି ପୂଜା ନବରାତ୍ର ପୂଜା ଅବସରରେ ବିଜୟା ଦଶମୀ ପର୍ଯ୍ୟନ୍ତ କେବଳ ଘରେ ଘରେ ପ୍ରତ୍ୟେକ ଧନୀ, ସମ୍ବ୍ରାନ୍ତ ଶ୍ରେଣୀର ଲୋକେ ପାଳନ
Read More...

ମୋ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଦଶହରା ଅବସରରେ ନିଜିଗଡ଼ ତାପଙ୍ଗ ଗ୍ରାମ ପାଞ୍ଚୟତର ଅଣ୍ଡାଗ୍ରାମ ସ୍ଥିତ ମୋ ସେବା କେନ୍ଦ୍ର ସରପଞ୍ଚ ଶ୍ରୀମତୀ ରଶ୍ମିତା ବ୍ରହ୍ମାଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତାପ କୁମାର ବ୍ରହ୍ମା, ହରେକୃଷ୍ଣ ଚମ୍ପତି, ବସନ୍ତ ସେଠି,
Read More...

ପାଇକମାଲ ବ୍ଲକସ୍ତରୀୟ ଯାଦବ ସମାଜ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ସମଲେଶ୍ୱରୀ ମନ୍ଦିର ଠାରେ ପାଇକମାଲ ବ୍ଲକସ୍ତରୀୟ ଯାଦବ ସମାଜର ଏକ ବୈଠକ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ
Read More...

ମା’ ଗଙ୍ଗାଦେବୀଙ୍କ ଯାତ୍ରା ଆରମ୍ଭ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମ ଋଷିକୁଲ୍ୟା ନଦୀ ନିକଟସ୍ଥ ଥିବା ପ୍ରସିଦ୍ଧ ମା' ଗଙ୍ଗାଦେବୀଙ୍କ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ମା'ଙ୍କ ଯାତ୍ରା ବୁଧବାର ଆରମ୍ଭ ହୋଇଯାଇଛି । ଏହି ଅବସରରେ ମା' ଗଙ୍ଗାଦେବୀ, ବରପଲି ପୁଡୁଗେଶର ମହାଦେବ ଏବଂ ବାବା ଖଣ୍ଡେଶ୍ୱର ଋଷିକୁଲ୍ୟା
Read More...