Daily Archives

ତାଲପାଲିପଡା ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଲପାଲିପଡା ଶାରଦୀୟ ଦୁର୍ଗାପୂଜା ମହୋତ୍ସବରେ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକାସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦାନ କରି ମା' ଦୁର୍ଗାଙ୍କ ଦର୍ଶନ କରି ତାଲପାଲିପଡାବାସୀଙ୍କ ପାଇଁ ଶୁଭ କାମନା ମନାସୀ ଥିଲେ ।
Read More...

ପ୍ରଡ୍ୟୁସର୍‌ କମ୍ପାନୀର ବାର୍ଷିକ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତରେ ମିଳିତ ଉତ୍‌ଥାନ ପ୍ରଡ୍ୟୁସର କମ୍ପାନୀର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ମ୍ୟାନେଜର ସଂଜୀବ ବାରିକ ସଭା ପରିଚାଳନା କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ
Read More...

ବେଆଇନ ମଦ ଜବତ, ୪ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅଞ୍ଚଳର ବିଭିନ୍ନ ଗାଁରୁ ପୁଲିସ ୪୩ ଲିଟର ମଦ ଜବତ କରି ୪ ଜଣଙ୍କୁ ଗିରଫ କରିଛି । କେନ୍ଦୁପଦର ଛକରେ ପୁଲିସ ଚଢାଉ କରି ଅଭିମନ୍ୟୁ ଭୋଇ(୫୦)ଙ୍କ ଠାରୁ ୧୦.୪ ଲିଟର, ତୁଷୁରାର ହରିହର ପାତ୍ରଙ୍କଠାରୁ ୧୦.୮ ଲିଟର, ବଡବାହାଲ ଗାଁର କରଞ୍ଜି ରଣା(୫୦)ଙ୍କ
Read More...

ପୂର୍ବ ଶତୃତାରୁ ନେଇ ଆକ୍ରମଣ ଅଭିଯୋଗ : ୧ ଆହତ

ବ୍ରଜରାଜନଗର, (କେପିଏନ୍‌ଏସ୍‌) : ବ୍ରଜରାଜନଗର ଥାନା ତେଲେନପାଲିରେ ପୂର୍ବ ଶତୃତାକୁ ନେଇ ହୋଇଥିବା ଆକ୍ରମଣରେ ସ୍କୁଲପଡାର ସୁରେନ୍ଦ୍ର ସିଂହ ଆହତ ହୋଇଥିବା ଜଣାପଡିଛି । ଏନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ରବିବାର ରାତିରେ ସୁରେନ୍ଦ୍ର ଯାଉଥିବା ବେଳେ
Read More...

ବାଇକ୍‌ ଦୁର୍ଘଟଣା : ୧ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥର କରୋଡକଥା ଠାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କର ପରିଚୟ ମିଳିପାରିନାହିଁ । ଖବରପାଇ ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ
Read More...

ତୀର୍ଥଯାତ୍ରୀଙ୍କୁ କଣ୍ଟାମାଳ ବିଧାୟକଙ୍କ ସହାୟତା

କଣ୍ଟାମଳ, (କେପିଏନ୍‌ଏସ୍‌) : ଅସହାୟ ତୀର୍ଥଯାତ୍ରୀଙ୍କୁ ରାସ୍ତାରେ ଦେଖି ସହାୟତାର ହାତ ବଢାଇଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା । ସୂଚନା ଅନୁସାରେ, କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଅନେକ ତୀର୍ଥଯାତ୍ରୀ ଏକ ବସ୍‌ରେ ତୀର୍ଥ ଭ୍ରମଣରେ ବାହାରିଛନ୍ତି । ତେବେ ଦଶପଲ୍ଲୀ
Read More...

ସାଇବର କ୍ରାଇମ୍ ରୋକିବାକୁ ବଲାଙ୍ଗିର ସାଇବର ପୋଲିସ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ସାଇବର ଅପରାଧର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସାଇବର ଅପରାଧକୁ ରୋକିବା ପାଇଁ ବଲାଙ୍ଗିର ସାଇବର ପୋଲିସ ସହରର ମା' ସମଲେଇ ମନ୍ଦିରଛକ, ରୁଗୁଡିପଡାଛକ, ବିକ୍ରମଛକ ଏବଂ ବଲାଙ୍ଗିର କଲେଜଛକରେ ସାଇବର କ୍ରାଇମକୁ ନେଇ
Read More...

୩୬ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ୩୬ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଖୋ ଖୋ ଦଳରେ ପୁରୀ ଜିଲ୍ଲାରୁ ୩ ଜଣ ପ୍ରତିନିଧିତ୍ୱ କରିଛନ୍ତି । ତା ୨୯/୦୯/୨୦୨୨ରୁ ୦୫/୧୦/୨୦୨୨ରିଖ ପର୍ଯ୍ୟନ୍ତ ଗୁଜୁରାଟ ଅହମଦାବାଦଠାରେ ଜାତୀୟ କ୍ରୀଡା ଗୋଷ୍ଠୀ ପ୍ରତିଯୋଗିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ସତ୍ୟରମ୍ଭା ଲୋକମହୋତ୍ସବ ଉଦ୍‌ଯାପିତ

ବରଗଡ, (ନିରୋଜ କୁମାର ପାଣୀ) : ସାର୍ବଜନୀନ ଦୁର୍ଗାପୂଜା ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଗ୍ରାମରେ ଗତକାଲି ଛପନ ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ସତ୍ୟରମ୍ଭା ଲୋକମହୋତ୍ସବ ଉଦ୍‌ଯାପିତ
Read More...

ବଲାଙ୍ଗିର ସହରରେ ୧୯ଟି ମଣ୍ଡପରେ ପୂଜା ପାଇଲେ ମା’ ଜଗତ ଜନନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧରାପୃଷ୍ଠ ଯେତେବେଳେ ଆସୁରିକତାରେ ତ୍ରାହି ତ୍ରାହି ଡାକୁ ଥିଲା, ସେତେବେେଳେ ଜଗତ ଜନନୀ ମା’ ଦୁର୍ଗା ଆବିର୍ଭାବ ହୋଇ ମହିଷାସୁରକୁ ବଧ କରିବା ସହ ଧରାପୃଷ୍ଠକୁ ତ୍ରାହି କରିଥିଲେ । ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ମହାପ୍ରତାପି ମହିଷାସୁରକୁ ନିଧନ କରିଥିଲେ
Read More...