Daily Archives

ଭକ୍ତ ଦାସିଆ ପୀଠରେ ପବିତ୍ର ମହାବୀର ଜୟନ୍ତୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାବୀର ଜୟନ୍ତୀ ଉତ୍ସବରେ ପୀଠସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ପ୍ରତ୍ୟେକ ପାଖର ଦେବା ଦେବୀଙ୍କ ଦେବନୀତି, ନୂତନ ବସ୍ତ୍ର ପରିଧାନ, ନାମ ସଂକୀର୍ତ୍ତନ ସହିତ ମହାବୀର ଜୟନ୍ତୀ ଉପଲକ୍ଷେ
Read More...

ଅଙ୍କୁର ଶିଶୁ ସାହିତ୍ୟ ସଂସଦର ଦଶମ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଙ୍କୁର ଶିଶୁ ସାହିତ୍ୟ ସଂସଦର ଦଶମ ପ୍ରତିଷ୍ଠା ଦିବସ ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ମହାବିଷୁବ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ଟାଉନ ବାଳିକା ବିଦ୍ୟାଳୟର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶିଶୁର ମନ ଚଳ ଚଂଚଳ, ଶିଶୁ କ୍ଷୁଦ୍ର ନୁହେଁ
Read More...

ସାହିତ୍ୟ ପତ୍ରିକା ନବକାକଳିର ବିଷୁବ ପୁରସ୍କାର ଅନୁଷ୍ଠିତ

ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ : ସଂଗ୍ରାମ ମହାପାତ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ ବୋଲି ଅତିଥି ଭାବେ ଯୋଗଦେଇ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ମତ ରଖିଛନ୍ତି ।
Read More...

ମାଲପଡା ବ୍ରାହ୍ମଣ ସମାଜର ମାସିକିଆ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ବ୍ରାହ୍ମଣ ସମାଜର ମାସିକିଆ ଆଲୋଚନାଚକ୍ର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗୀତାସାର ଉପରେ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବରେ ଶିକ୍ଷଣୀୟ ମଣ୍ଡଳର ପୂର୍ବତନ ପ୍ରାଦେଶିକ ସାଧାରଣ ସଂପାଦକ ଧର୍ମବ୍ରତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତି

ସିଏପିଏଫ ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନକୁ ମଞ୍ଜୁର କଲା ଗୃହ ମନ୍ତ୍ରଣାଳୟକେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ
Read More...

ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

ରାଜକନିକା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଜନ୍ମ ମାଟି ରାଜକନିକା ବ୍ଲକ ବଜରପୁର ଗ୍ରାମରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବଡ଼ଭାଇ ତଥା ଜୟନଗର ପଂଚାୟତର ପ୍ରାକ୍ତନ ସରପଞ୍ଚ ରବିନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ଭଣଜା ତଥା ଶିକ୍ଷକ ସଞ୍ଜୟ
Read More...

ଆର୍ଯ୍ୟ ସମାଜ ତରଫରୁ ବିଷୁବ ସଂକ୍ରାନ୍ତି ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷକୁ ସ୍ୱାଗତ ଜଣାଇ ବିଶ୍ୱ ମଙ୍ଗଳ ସକାଶେ ବଲାଙ୍ଗିର ଆର୍ଯ୍ୟ ସମାଜ ତରଫରୁ ଆର୍ଯ୍ୟ ସହଦେବ ଶାସ୍ତ୍ରୀଜୀଙ୍କ ତତ୍ତ୍ୱଧାନରେ ଏକ ହୋମ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଯଜ୍ଞରେ ମନୋଜ ଖମାରୀ, ତରୁଣ କୁମାର ମିଶ୍ର,
Read More...

ସାହେବଜେନାପଲ୍ଲୀ ଗ୍ରାମରେ ହନୁମାନ ଜୟନ୍ତୀ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ସାହେବଜେନାପଲ୍ଲୀ ଗ୍ରାମରେ ବର୍ଣ୍ଣାଢ଼୍ୟ ସମାରୋହରେ ହନୁମାନ ଜୟନ୍ତୀ ସମ୍ପନ୍ନ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ବିଧିବିଧାନ କ୍ରମେ ଗ୍ରାମର ଯୁବଗୋଷ୍ଠୀଙ୍କ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ଏହି ସମ୍ଭାରରେ
Read More...

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ…

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପାଇଁ ଚୟନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର
Read More...

ଡ.ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ସମ୍ବିଧାନ ନିର୍ମାତା, ରାଜନୀତି ବିଶେଷଜ୍ଞ, କାନୁନ ବିଶେଷଜ୍ଞ, ଆର୍ଥିକ ବିଶେଷଜ୍ଞ, ସମାଜ ସଂସ୍କାରକ, ବହୁଭାଷି ବକ୍ତା, ପତ୍ରକାର, ସଂପାଦକ, ମହାନ ଚିନ୍ତକ, ଜ୍ଞାନର ପ୍ରତୀକ, ଭାରତ ରତ୍ନ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଦିବସ ଅଖିଳ
Read More...