Daily Archives

ବାର୍ଦ୍ଧକ୍ୟ ଆବାସରେ ଦୀପାବଳି ପାଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଜଗତ ମଙ୍ଗଳ କାମନା କରି ସାମୁହିକ ଦୀପଦଳି ପାଳନ କରାଯାଇଥିଲା । ପ୍ରଥମରେ ସମସ୍ତଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଥିଲା । ପରେ ହାତଧୁଆର ୬ଟି
Read More...

ଯାଦବ ସମାଜ ଦ୍ୱାରା ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ଯୁବ ଯାଦବ ସମାଜ କଂଟାବାଂଜି ଦ୍ୱାରା ସ୍ଥାନୀୟ ଗୋରୁବଜାର ଠାରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଶୁକ୍ରବାର ଦିନ ଧୁମଧାମରେ ପାଳିତ ହୋଇଯାଇଛି । ଏହି ପୂଜା ଅବସରରେ କଂଟାବାଂଜି ସହରାଂଚଳର ଶତାଧିକ ଯାଦବ ପରିବାର ଅଂଶ ଗ୍ରହଣ କରିଥିଲେ । ପ୍ରଥମେ
Read More...

୩୩ ବର୍ଷ ବୟସରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲି

ମୁମ୍ବାଇ : ଆଜି ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଜନ୍ମଦିନ । ବିରାଟ ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି । ନିଜ ଖେଳରେ ଭଲ ପ୍ରଦର୍ଶନ ସାଙ୍ଗକୁ ଚାର୍ମିଂ ଲୁକ୍ ପାଇଁ କୋହଲିଙ୍କ ସାରା ଦେଶରେ ବେଶ୍ ଲୋକ ପ୍ରିୟତା ରହିଛି । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ବିଭିନ୍ନ
Read More...

ମାନବିକତା ଦେଖାଇଲେ ଦରଦୀ ପ୍ରାଣ ଛତ୍ରପୁର ଥାନା ବାବୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅସୁସ୍ଥ ହୋଇ ରାସ୍ତା ପାଶ୍ୱର୍ରେ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧାଙ୍କୁ ଉଠାଇ ଆଣି ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି, ବୃଦ୍ଧାଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
Read More...

ହୃଦଘାତରେ ଯୁବ ଚାଷୀଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମର ଯୁବ ଚାଷୀ ରାଧାକାନ୍ତ ଭୋଇଙ୍କ ୫୧ ବର୍ଷ ବୟସରେ ହୃଦଘାତ ରୋଗରେ ମୃତ୍ୟୁବରଣ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ନିଜ କ୍ଷେତକୁ ଭେଣ୍ତି ତୋଳିବା ପାଇଁ ଯାଇଥିଲେ ହାଠତ୍‌ ଅସୁସ୍ଥ ହେବାରୁ ଘରକୁ ଫେରି ଗ୍ରାମର ଘରୋଇ
Read More...

ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ନେତ୍ରୀ ସୁଶ୍ରୀ ନେତା ଡି ସୌଜା ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ
Read More...

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି : ୨୦୧୩…

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ପୁନଃବିକାଶ ହେବ ବୋଲି ମୋଦି କହିଛନ୍ତି । କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
Read More...

ନାବେଡା ଅଭୟାରଣ୍ୟରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପରମ୍ପରା ଲାଲ୍‌ ବଙ୍ଗଳା, ଛୁଇଁବା ମନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ । ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ
Read More...

୩୫ତମ ସାର୍ବଜନୀନ କାଳୀପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡାଠାରେ ଅନୁଷ୍ଠିତ ୩୫ତମ ସାର୍ବଜନୀନ କାଳୀପୂଜା ପାଇଁ ଗୁରୁବାର ଅପରାହ୍ନରେ କଳସ ଯାତ୍ରା ସହ ଖଣ୍ଡଧୁଆ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିରାଡ଼ମ୍ବର ଭାବେ ହନୁମାନପଡା କାଳୀ ମଣ୍ଡପରୁ ଶୋଭାଯାତ୍ରା ବାହାରିଥିଲା ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ
Read More...

ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୩ ଗୋଟି ହାଇସ୍କୁଲ ରୂପାନ୍ତରୀକରଣ ହେବାକୁ ଯାଉଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଫାଇଭ-ଟି, ଯୋଜନାକୁ ସଫଳ ରୂପାୟନର ଆନୟନ ନିମନ୍ତେ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କରିବା ନିମିତ୍ତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୩ ଗୋଟି
Read More...