Daily Archives

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୬ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୮ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ

• ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି• ଭୁବନେଶ୍ୱର, ନଭି ମୁମ୍ବାଇ ଏବଂ ଗୋଆରେ ୧୧ରୁ ୩୦ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା
Read More...

ବିଲେଇସର୍ଡା ଜବାହରଲାଲ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହରଲାଲ ହାଇସ୍କୁଲରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଲେଇସର୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ଉଦ୍ଦେଶ୍ୟ, ହିନ୍ଦୀ ଭାଷାର ମହତ୍ୱ ବଜାୟ
Read More...

ଶବଦାହ ପାଇଁ ମାଗଣାରେ କାଠ ଯୋଗାଇବେ ସମାଜସେବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ତଥା ଆଖପାଖ ଗ୍ରାମର ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସତ୍କାର ପାଇଁ ବରଗଡ଼ ଜୀରା ନଦୀ କୂଳରେ ଥିବା ସ୍ୱର୍ଗଦ୍ୱାର ଉପରେ ନିର୍ଭର କରିଥାନ୍ତି । ହେଲେ ଏଠାରେ ଅନେକ ଦିନରୁ ଶବଦାହ ପାଇଁ କାଠର ଅଭାବ ଦେଖିବାକୁ ମିଳିଥିଲା । ଅନେକ ଅନୁଷ୍ଠାନ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକାଦଶ ଦିବସ

ପ୍ରୋଗ୍ରେସିଭ କ୍ଲବ, ମହିପୁର, ଖୁଣ୍ଟସମଲେଇ ଓ ଜିଏସ୍‌ପି ଟିଟିଲାଗଡ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ଜରାସିଂହା ପଡିଆରେ ମହିପୁର ୨-୧ ଗୋଲରେ ହାତିସରାକୁ ହରାଇ ଗ୍ରୁପ ଚମ୍ପିୟାନ ହୋଇଛି । କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ
Read More...

ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ନୂଆ ପ୍ରଧାନ ଶିକ୍ଷକ ଭାବେ ଉମେଶ ଚନ୍ଦ୍ର ଦାଶ ଯୋଗଦାନ କରିଛନ୍ତି । ବହୁ ଦିନ ହେଲା ପ୍ରଧାନ ଶିକ୍ଷକ/ଅନ୍ୟାନ ଶିକ୍ଷକ ଅଭାବୀ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା
Read More...

ରାଜ୍ୟସଭା ସାଂସଦଙ୍କ ଝାରମୁଣ୍ଡାଗସ୍ତ : ଏଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଜି ଲୋଇସିଂହା ବ୍ଲକ ଝାରମୁଣ୍ଡା ଗାଁକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏଥ୍‌ଲେଟିକ୍‌ ଏସୋସିଏସନ୍‌ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ନାଗରିକ କମିଟି, ଜଗନ୍ନାଥ ମନ୍ଦିର ପରିଚାଳନା
Read More...

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଆଜିକୁ ୧୪ ଦିନ ଧରି ଚାଲିଥିବା ବେଳେ ଆଜି ହାଟ ବଜାରରେ ବିଭିନ୍ନ ସ୍ଥାନକୁ ସଫା କରିବା ସହିତ ଏକ ଶୋଭାଯାତ୍ରା ଅନୁଷ୍ଠିତ
Read More...

ବଲାଙ୍ଗିର ମନ୍ଦିର ସମୂହର ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଗଣ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଅବ୍ୟବସ୍ଥା, ଅବହେଳାର ପ୍ରତିବାଦରେ ଏବଂ ମନ୍ଦିର ଗୁଡିକର ନବୀକରଣ ଦାବୀ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ତିନି ଜଣ ସୂଚନା କର୍ମୀ ପ୍ରତିବାଦ କରି ଶାନ୍ତିପୂର୍ଣ୍ଣ ଭାବେ
Read More...

ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷା କବଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଆଜି ବୋଲକଣା, ଡେଲାଙ୍ଗ, ପୁରୀ ପରିସରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ପରିବେଶ ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଯାଇଅଛି । ମୁଖ୍ୟଅତିଥି ଭାବେ ଏ. ଏନ.ଏମ. ଦିଦି କୌଶଲ୍ୟା ଦେଇ "ସବୁଜ
Read More...