pakka
Daily Archives

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମାଜିକ ସମୀକ୍ଷା ପ୍ରଶିକ୍ଷଣ ଶିବିର

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ ପଞ୍ଚାୟତ ସମିତିର ସଭାଗୃହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଆର୍ଥିକ ବର୍ଷ ୨୦୧୬-୧୭ଠାରୁ ଆର୍ଥିକ ବର୍ଷ ୨୦୧୮-୨୦୧୯ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଗୃହର ସାମାଜିକ ସମୀକ୍ଷା କରାଯିବା ପାଇଁ ଗ୍ରାମ୍ୟ ସମ୍ବଳକର୍ମୀ ଭିଆର୍‌ପିମାନଙ୍କର
Read More...

ବଲାଙ୍ଗିର ଦିନ୍‌ ସ୍ମରଣିକା କମିଟି ଗଠିତ : ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ସଂପାଦକ, ବିଭୁକଲ୍ୟାଣ ଗଡତିଆ ସହସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ପାଇଁ ଅଂଚଳର ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ସ୍ମରଣିକା ପୁସ୍ତକ ପ୍ରକାଶ ପାଇବା ପାଇଁ ପାଟେଣେଶ୍ୱରୀ ମନ୍ଦିରଠାରେ ଆଜି କମିଟି ଘୋଷଣା ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପ୍ରେସ୍‌ କ୍ଲବ ସଭାପତି
Read More...

ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ୍‌ ଡ୍ରଗିଷ୍ଟ ଏସୋସିଏସନ୍‌ର ସଭାପତି ହେଲେ ଲୋଟସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ୍‌ ଡ୍ରଗିଷ୍ଟ ଏସୋସିଏସନ୍‌ର ସଭାପତି ଭାବେ ଲୋଟସ୍‌ ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି । ସେହିପରି ମନମୋହନ ରଥ ସାଧାରଣ ସଂପାକ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ ମହଲରୁ ନବ ନିର୍ବାଚିତ ସଭାପତି ଓ ସାଧାରଣ
Read More...

ସହରର ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ଶ୍ରୀକୃଷ୍ଣ କଳା ପରିଷଦ ପକ୍ଷରୁ ଧାମରା ସଂଘଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅଜିତ କୁମାର ସେନାପତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଗୁରୁ
Read More...

ଛତ୍ରପୁର ପଞ୍ଚାୟତ ସମିତି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ୨୫ ବର୍ଷର ସମର୍ପିତ ସେବା ତଥା ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଓଡ଼ିଶା ଫେରିଛନ୍ତି ।
Read More...

ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସ୍ଵାସ୍ଥ୍ୟଶିକ୍ଷାର ଭୂମିକା ଅତୁଳନୀୟ : ଡାକ୍ତର ବିଶ୍ଵରଂଜନ ପତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ସ୍ଵାସ୍ଥ୍ୟଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି
Read More...

ବ୍ରହ୍ମପୁର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି ଏକ ଅଚିହ୍ନା ଶବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି ଏକ ଅଚିହ୍ନା ଶବ । ଏଥିପ୍ରତି କିଏ ଧ୍ୟାନ ଦେଉନାହାଁନ୍ତି । ଦୀର୍ଘ ସମୟଧରି ଆଜି ଖରାବେଳଠାରୁ ଅପରାହ୍ନ ଯାଏଁ ପଡିଥିଲା ଏହି ଶବ । ମ୍ୟୁନିସିପାଲ କର୍ତ୍ତୃପକ୍ଷ, ପୋଲିସ ବିଭାଗ, ସ୍ୱାସ୍ଥ୍ୟବିଭାଗକୁ
Read More...

ଗୋପବନ୍ଧୁ ପାଠାଗାରରେ ଗୁରୁଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ପାଠାଗାରର ସଭାପତି ଇଂ ନବଘନ ସାହୁଙ୍କ ଅଧ୍ୟକ୍ଷତା ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ୱ ତଥା ଉପସଭାପତି ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର : ପ୍ରସାର ପ୍ରଚାର ଅଭାବ ହେତୁ ଅସନ୍ତୋଷ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା
Read More...

ଧୂମାଭଟା ସାର୍ବଜନୀନ ଦୂର୍ଗାପୂଜାନୋତ୍ସବ ପାଇଁ ପ୍ରସ୍ତୁତି ବୈଠକ : ନୂତନ ପରିଚାଳନା କମିଟି ଗଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ଗ୍ରାମରେ ଚଳିତ ବର୍ଷ ସାର୍ବଜନୀନ ଦୂର୍ଗାପୂଜାନୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୟାସାଗର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୂର୍ଗାପୂଜା ମହୋତ୍ସବ ପାଇଁ କିପରି
Read More...