Daily Archives

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବଲାଙ୍ଗିର ଗସ୍ତ : ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗିର ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ଓ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି
Read More...

ଭିଜନ ‘କ୍ଲିନ ସୋନପୁର’ ପରିପ୍ରେକ୍ଷୀରେ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭିଜନ 'କ୍ଲିନ ସୋନପୁର' ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଭିଜନ 'କ୍ଲିନ ସୋନପୁର'ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ
Read More...

କରାଟେ ସ୍କୁଲରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ବଡ ସମାରୋହରେ ଗୁରୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀମାନେ କୋଚ ଅସୀମ ଭୋଇଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିରେ ସାଇଶ୍ରୀୟା ମହାକୁର, ଆରବ ତ୍ରିପାଠି, ରୁଦ୍ରାକ୍ଷ ମେହେର,
Read More...

ଅଲଗ କୋଶଲ ରାଜ୍ୟ ଦାବୀ ନେଇ କୋଶଲ ସେନା ଓ କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ମହାବନ୍ଦ ଡାକରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲଗ କୋଶଲ ରାଜ୍ୟ ଦାବୀ ନେଇ କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ମା ମାଟିର ମୁକ୍ତି ପାଇଁ ଏହି ମହାବନ୍ଦକୁ ସଫଳ କରିବାରେ ସମସ୍ତ କୋଶଲବାସୀ ଯୋଗଦାନ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ମା' ମାଟିର ପର୍ବ ନୂଆଁଖାଇ ଏ ଅଂଚଳର ଅସ୍ମିତା- ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆଜି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌- ୨୦୨୨ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲି ସୁନୀଲ
Read More...

ପାଇକମାଲ ହାଇସ୍କୁଲରେ ଗୁରୁ ପୂଜା ସହ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗୁରୁ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ ତ୍ରିଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ

ଖଲିଆପାଲି ଏଚ୍‌.ଆର, ଡିଏଫ୍‌ଏ ବଲାଙ୍ଗିର, ରେଙ୍ଗଟାସିଲ, କୁସମେଲ, କୁରୁଲ, ଧଣ୍ଡାମୁଣ୍ଡା, ହଳଦି ଜେ.ଏମ୍‌ ଓ ଭୁତିଆରବାହାଲ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲି ଠାରେ କୁସମେଲ ୪-୧ ଗୋଲରେ
Read More...

ଇସ୍ପାତ ନଗରୀରେ ଭକ୍ତି ଓ ଶ୍ରଦ୍ଧାରେ ପାଳିତ ହେଲା ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ଧାମରା ସଂଘଠାରେ ଗୁରୁଦିବସ ପାଳନ ଅବସରରେ ଆଦର୍ଶ ଗୁରୁ ଗୌରବ ସମ୍ମାନ ପର୍ବ ପାଳିତ ହୋଇଯାଇଛି । ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଓ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ତତ୍ୱ ତଥା
Read More...

ନିଜର ହକ ପାଇଁ ବିକ୍ଷୋଭ ଓ ପ୍ରତିବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ତଥା ଗରିବ ନିଷ୍ପେସିତ ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ ଓ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି । ମାତ୍ର ଏ କ୍ଷେତ୍ରରେ କେତେକାଂଶରେ ବ୍ୟତିକ୍ରମ ଦେଖା ଯାଇଥାଏ । ଏପରି ଏକ
Read More...

ପଦାରେ ପଡିଲା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ଅବ୍ୟବସ୍ଥା : ଭୋକରେ ଡହଳ ବିକଳ ହୋଇ ଫେରିଲେ ଛାତ୍ରଛାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ବାଙ୍କୀ ପଞ୍ଚାୟତ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଥିବା ଅହିଂସା ରଥର ସ୍ୱାଗତ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଆଜି ପଦାରେ ପଡ଼ିଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟଙ୍କର
Read More...