Daily Archives

ଛତ୍ରପୁରରେ ବ୍ଲକସ୍ତରୀୟ ଗୁରୁଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀଠାରେ ବ୍ଲକସ୍ତରୀୟ ଗୁରୁଦିବସ ତଥା ଗୁରୁପୂଜନ ଉତ୍ସବ-୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁବୋଧ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଛତ୍ରପୁର ଗୋଷ୍ଠୀ
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ସୋମବାର ଦିନ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁଦାମ ଚରଣ ଭୋଇ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ
Read More...

କୁଡ଼ାସିଂହା କଲେଜରେ ଗୁରୁଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ନରେଶ ଚନ୍ଦ୍ର ମିଶ୍ର, ରେବତ ଜାଲ, ବଳଭଦ୍ର ବଣ୍ଡା, ଗଙ୍ଗାଧର ସାହୁ, ବିଜୟ ମିଶ୍ର ଓ ଚିନ୍ମୟୀରାଣୀ ମିଶ୍ର ଯୋଗ ଦେଇଥିଲେ
Read More...

କୋସଲ ରାଜ୍ୟ ଗଠନ ବିନା ପଶ୍ଚିମ ଓଡିଶା ଓ କେବିକେ ଅଞ୍ଚଳର ବିକାଶ ଅସମ୍ଭବ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୩ ଦଶକ ହେଲା କୋସଲ ରାଜ୍ୟ ଦାବୀ ହେଉଛି । ବିଶେଷ କରି ୧୯୯୮ ମସିହାରେ କୋସଲ ଏକତା ମଂଚ ଗଠନ ହେଲା ପରେ ଏହି ଆନ୍ଦୋଳନ ସଂଗଠିତ ରୂପ ନେଇଥିଲା । ୨୦୦୦ ମସିହାର ବ୍ରଜରାଜ ନଗର ମହାସମ୍ମିଳନୀ ପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନ ଓ ଦାବୀ ସଂପ୍ରସାରିତ
Read More...

ଗୁରୁ ଦିବସ ଅବସରରେ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁ ପୂଜନୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗୁରୁଦିବସ ଉପଲକ୍ଷେ ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ବସନ୍ତ ମନହିରା ନିଜ
Read More...

ଗୌଡ଼ଗୋଠରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପୁରୁଣା ହାଟପଦାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଅଶୋକ ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୌଡଗୋଠ ପଞ୍ଚାୟତ ଅର୍ନ୍ତଗତ ରତାଖଣ୍ଡି ଗାଁର ବିକାଶ ସାହୁ, ସମ୍ମାନୀତ ଅତିଥି
Read More...

ବଡଉଡେନ ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ଅଭିଯୋଗ

ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକ ମାନେ
Read More...

ପୂର୍ବ ସଂପାଦକଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ସଂପାଦକ ଛବିଚନ୍ଦ୍ର ପୁଟେଲଙ୍କ ପରଲୋକ ହୋଇଥିବାରୁ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ
Read More...

ଡେଲାଙ୍ଗରେ ଗୁରୁଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଅବସରରେ ଗୁରୁ ପୁଜ୍ୟ ପୂଜା ପରମ୍ପରାକୁ ଉଜ୍ଜୀବିତ ରଖିବା ନିମନ୍ତେ ଦୁର୍ଗା ଚରଣ ରାଉତରାୟ ଏବଂ ଅଜୟ ରାଉତରାୟ, ଡେଲାଙ୍ଗ ମହୋତ୍ସବ କମିଟି ଆନୁକୂଲ୍ୟରେ, ହାଟଡେଲାଙ୍ଗରେ ଗୁରୁଦିବସ ଉତ୍ସବ ଖୁବ୍ ଧୁମ୍
Read More...

ଗୁରୁଦିବସରେ ଗୁରୁଙ୍କୁ ସମ୍ମାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମର ରାଷ୍ଟ୍ରଗୁରୁ, ମହାନ ଦାର୍ଶନିକ, ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଦିବସ ଅର୍ଥାତ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ ରୂପେ ସାରା ଦେଶ ପାଳନ କରୁଛି । ଶିକ୍ଷକ ମାନଙ୍କର
Read More...