pakka

ଅଲଗ କୋଶଲ ରାଜ୍ୟ ଦାବୀ ନେଇ କୋଶଲ ସେନା ଓ କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ମହାବନ୍ଦ ଡାକରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲଗ କୋଶଲ ରାଜ୍ୟ ଦାବୀ ନେଇ କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ମା ମାଟିର ମୁକ୍ତି ପାଇଁ ଏହି ମହାବନ୍ଦକୁ ସଫଳ କରିବାରେ ସମସ୍ତ କୋଶଲବାସୀ ଯୋଗଦାନ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି ।

jay balangir
Leave A Reply

Your email address will not be published.

2 × 5 =