Daily Archives

ସ୍ୱାଧୀନତାର ପରିସୀମା ଓ ପରିଭାଷା ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରାନ୍ତି-ଜାଗୃତି କମିଟି ପକ୍ଷରୁ ସଭାପତି ଡ. ଶିବପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ୱାଧୀନତାର ପରିସୀମା ଓ ପରିଭାଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଧରିତ୍ରୀ ଓ ଓଡିଶାପୋଷ୍ଟ ସମ୍ପାଦକ ତଥାଗତ
Read More...

ବଲାଙ୍ଗିର ଜିଲ୍ଲା କନିଷ୍ଠ କିରାଣୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) ; ଧୋବା ଉଚ୍ଚ ବିଦ୍ୟାଳୟ ହର୍ଡାଟାଲଠାରେ କନିଷ୍ଠ କିରାଣୀ ସଂଘ ବଲାଙ୍ଗିରର ସଭାପତି ଶ୍ରୀପତି ବିଶ୍ୱାଲଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା କିରାଣୀ ସଂଘ ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ବିନୋଦ ବିହାରୀ ପାଣିଗ୍ରାହୀ,
Read More...

୮୫ ପଞ୍ଚାୟତକୁ ୨୦୨୧ର ଫସଲ ବୀମା ରାଶି ମିଳିବା ଦାବୀରେ କୃଷକ ମହାସଂଘ ପକ୍ଷରୁ ଲାଠୋର ହରିଶଙ୍କରଠାରେ ଅନିର୍ଦ୍ଧିଷ୍ଟ…

ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଚାଷୀ ଓହରିଲେ ପାଟଣାଗଡ଼, (ଗୋରେଖନାଥ ବରିହା) : ୨୦୨୧ ମସିହା ଫସଲ ବୀମା ପାଇନଥିବା ଜିଲ୍ଲାର ୮୫ ପଞ୍ଚାୟତକୁ ବୀମା ରାଶି ମିଳିବା ଦାବୀ ଏବଂ ବିଭିନ୍ନ ସମସ୍ୟା ୨୦୨୧ ଖରିଫ ବର୍ଷରେ ଭୟାବହ ମରୁଡି ହେତୁ ମରୁଡି ଘୋଷଣା କରିବା, ୩୩ ପ୍ରତିଶତ ଜଳସେଚନ
Read More...

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ସୋମବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗରଠରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗାମଣ୍ଡପକୁ ଅଣାଯାଇଥିଲା । ପୂଜା
Read More...

ଓଡିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରାଙ୍ଗଣର ଏମ୍‌ସିଏଚ୍‌ ବିଲଡିଂର ସମ୍ମିଳନୀ କକ୍ଷ ଠାରେ ଓଡିିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବିଶ୍ୱ ଫାର୍ମାସିଷ୍ଟ (ଭେଷଜ ବିଜ୍ଞାନ) ଦିବସ ପାଳନ କରାଯାଇଛି । ଉକ୍ତ ସଭାରେ ସଂଘର ସଭାପତି ରାଧାମାଧବ
Read More...

ପୁରୁଣା ପେନସନ ଦାବୀ ନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି

୧୫ ଅକ୍ଟୋବର ବ୍ଲକ ସ୍ତରରେ ଓ ୨୯ ଅକ୍ଟୋବର ଜିଲ୍ଲାସ୍ତରରେ ଘେରାଓ ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛକ ବଲାଙ୍ଗିରଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା ସଭାପତି ଶିତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଗତକାଲି ଏକ କାର୍ଯ୍ୟକାରୀ କମିଟି ବୈଠକ
Read More...

ବଲାଙ୍ଗିର ଦିନ୍‌ର ସ୍ମରଣୀକା ପାଇଁ ଲେଖା ଆବଶ୍ୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତବର୍ଷ ପରି ଏ ବର୍ଷ ମଧ୍ୟ ବଲାଙ୍ଗିର ଦିନ୍‌ ଭାବେ ଧୁମ୍‌ଧାମ୍‌ରେ ପାଳନ କରାଯିବ । ପୂର୍ବ ବର୍ଷ ପରି ସମସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥର ମାଁ, ମାଟି, ମହକ ଓ ଅସ୍ମିତାକୁ ନେଇ ଏକ ସ୍ମରଣିକା ପ୍ରକାଶ ପାଇବ । ସ୍ମରଣିକା ପ୍ରସ୍ତୁତି ପାଇଁ ଏକ ବିଶେଷ
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇ ଗତକାଲି ରବିବାର ଦିନ ନିଜ କନସିଂହା ସ୍ଥିତ ବାସ ଭବନରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହେଉଥିବା ବେଳେ ସେ ଅସୁସ୍ଥତା କାରଣରୁ
Read More...

ତହଁକ କୁଟୁମ୍‌ର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିବତଲା ତହଁକ କୁଟୁମ୍‌ ତରଫରୁ ମହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଶିବତଲାର ମା' ସମଲେଇଙ୍କ ଠାରେ ପୂଜାର୍ଚ୍ଚନା ପରେ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି
Read More...

ପାଇକମାଲ ନବରାତ୍ର ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ପାଇକମାଲ ସ୍ଥିତ ଶିବ ମନ୍ଦିର ଝରଣାରୁ ପୂର୍ଣ୍ଣ କଳସ ପୂଜାବିଧି କରି ଏକ ଭବ୍ୟ ଶୋଭାଯାତ୍ରାରେ ବାଦ୍ୟ ଘଣ୍ଟ, ଶଙ୍ଖ, ହୁଳହୁଳିରେ ମଣ୍ତପକୁ ଅଣାଯାଇ କଳସ ସ୍ଥାପନ
Read More...