jsm

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ସୋମବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗରଠରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗାମଣ୍ଡପକୁ ଅଣାଯାଇଥିଲା । ପୂଜା କାର୍ଯ୍ୟରେ ମୁଖ୍ୟ ପୂଜକ ମେଘନାଥ ପାଣିଗ୍ରାହୀ, ନିରଞ୍ଜନ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର, ଡମ୍ବରୁ ପ୍ରଶାୟତ, ଶିଶିର, ସ୍ୱସ୍ତିକ ସାହୁ ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ମହେନ୍ଦ୍ର ପାଣ୍ଡିଆ ଓ ତାଙ୍କର ସହ ଧର୍ମିଣୀ ତପସ୍ୱିନୀ ପାଣ୍ଡିଆ ଦାୟିତ୍ୱ ତୁଳାଇଥିଲେ । ଏହି ଶୋଭାଯାତ୍ରାରେ ପୂଜା କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ଉପସଭାପତି ସଂଜିବ ଶତପଥି ଓ ପ୍ରଦୀପ ପଟ୍ଟନାୟକ, ସହସମ୍ପାଦକ କାହ୍ନୁ ବଗର୍ତ୍ତୀ, ଟିଙ୍କୁ ବାଗ, କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ ସଦସ୍ୟ ଶିବାନନ୍ଦ ବାଗ, ବିଷ୍ଣୁଦତ୍ତ ହୋତା, ନୟନ ମହାନ୍ତି, ବାଜୁ ଦାସ, ଜଳନ୍ଧର ବନଛୋର, ସଙ୍କେତ ବଗର୍ତ୍ତି, ହୃଷି ପଟ୍ଟନାୟକ, ତଥାଗତ ବାଗ, ମିଳନ ସାହାଣୀ, ଚରଣ ସାହାଣୀ, ଆନନ୍ଦ ସାହୁ, ତପନ ସେଠ, ଶିବୁ ଡୁଙ୍ଗୁରି, ରମେଶ ସାହୁ, ସୁମିତ ବଗର୍ତ୍ତୀ, ସ୍ୱରୁପ ରଥ, ରାହୁଲ ସେଠ୍‌, ପ୍ରଶାନ୍ତ ସାହାଣୀ, ପଂଚାନନ ଗଉଡ, ରାଜେଶ ଘିବେଳା, ବୁବୁନ ନାୟକ, ଶ୍ରୀକାନ୍ତ ରାଉତ, ଗୋପିନାଥ ଚନ୍ଦନ, ଅଭିମନ୍ୟୁ ବଗର୍ତ୍ତୀ, ସୁବାସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.