Daily Archives

ପ୍ରଥମ ଥର ପାଇଁ ମୁସଲମାନମାନେ ମଦ୍ରାସା ଭାଙ୍ଗିଲେ, ଅଲ କାଏଦା ସହିତ ଜଡିତ ଥିଲା

ଗୋଲପାରା : ଆସାମର ଗୋଲପାରାଠାରେ ପ୍ରଥମ ଥର ପାଇଁ ମୁସଲିମମାନେ ଏକ ମଦ୍ରାସା ଭାଙ୍ଗି ଦେଇଛନ୍ତି । ଲୋକମାନେ ଜାଣିଗଲେ ଯେ ମଦ୍ରାସା ନାମରେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି । ଏହା ପରେ କ୍ରୋଧିତ ଲୋକମାନେ ମଦ୍ରାସାକୁ ଭାଙ୍ଗି ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ମଦ୍ରାସାର
Read More...

‘ରାଜପଥ’ ବର୍ତ୍ତମାନ ଇତିହାସର ବିଷୟ, ‘କର୍ତ୍ତବ୍ୟ ପଥ’ ଭାବେ ନୂତନ ଇତିହାସ ସୃଷ୍ଟି :…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାଷ୍ଟ୍ରୀୟ ଭବନରୁ ଭାରତ ଗେଟ୍ ପର୍ଯ୍ୟନ୍ତ କେନ୍ଦ୍ରୀୟ ଭିସ୍ତା ମଧ୍ୟରେ ଥିବା 'କର୍ତ୍ତବ୍ୟ ପଥ'ର ଉଦ୍‌ଘାଟନ କରିଥିଲେ ଏବଂ ଭାରତ ଦ୍ୱାର ନିକଟରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ମହାନ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ କମିଟିର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପି.ପି.ଏକାଡେମୀର ସମ୍ମିଳନୀ କକ୍ଷରେ ବାଣିଜ୍ୟ, ପରିବହନ ଓ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ନାଗରିକ କମିଟି ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇ ଆଲୋଚନା କରିଥିଲେ । ମୁଖ୍ୟତଃ ନୂତନ ବସ୍‌ଷ୍ଟାଣ୍ଡ ସହରର ଦୂରରେ ଥିବାରୁ ତଥା
Read More...

‘ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ’ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀ ନଗରର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ମଧ୍ୟରେ 'ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ' ଦିବସ ପାଳନ କରାଯାଇଛି । ଉକ୍ତ ଦିବସର ଆଭିମୁଖ୍ୟର ଉଦେ୍‌ଦ୍ଦଶ୍ୟରେ ବଲାଙ୍ଗିରର ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ
Read More...

ଛତ୍ରପୁର ଏଏସବିଏମ ଶିକ୍ଷାନୁଷ୍ଠାନରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ତିରୁପତି ରାଓ ପେଟ୍ଟା ସାହିରେ ଅବସ୍ଥାପିତ ଏଏସବିଏମ (ଇମ୍ପେରିଆଲ) ଶିକ୍ଷାନୁଷ୍ଠାନରେ 'ଗୁରୁ ଦିବସ' ଅବସରରେ ବର୍ଣ୍ଣାଢ୍ୟ ସାମାରୋହରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୁରୁ ଦିବସ ଅବସରରେ
Read More...

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଂଚିଥିଲେ । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି

ବ୍ରହ୍ମପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି । ସେମାନେ ହେଲେ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି । ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କଠାରୁ ସେମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ(ଡ଼ିଇଓ)ଙ୍କ ବ୍ରହ୍ମପୁର
Read More...

ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ରଥକୁ ସ୍ୱାଗତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଠାରେ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ରଥକୁ ସ୍ୱାଗତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାରିଥିବା ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ରଥ କାଶୀପୁର ବ୍ଲକରେ ସଚେତନତା କରି ଆସିବା ପରେ ଆଜି ବ୍ଲକ ପ୍ରଶାସନ
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି : ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇ ଗ୍ରାମ ପାର୍ଶ୍ଵ ଦେଇ ପ୍ରବାହିତ ହେଉଥିବା ମତୁଆଳି ନାଳାରୁ ଆଜି ଜନୈକ ଅଜଣା ଯୁବକଙ୍କ ମୃତଦେହ ରେଙ୍ଗାଲି ପୁଲିସ ଉଦ୍ଧାର କରିଛି । ରେଙ୍ଗାସଲି ଥାନା ଆଇଆଇସି ଧବଳେଶ୍ୱର ସାହୁଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ପଣ୍ଡଲୋଇ ନିକଟସ୍ଥ ମତୁଆଳି ନାଳାରେ
Read More...

ଟୋକିଓରେ ଦ୍ଵିପାକ୍ଷିକ ଆଲୋଚନା ସହ ପ୍ରତିରକ୍ଷା ସହଯୋଗ ଏବଂ କ୍ଷେତ୍ରୀୟ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ପ୍ରତିରକ୍ଷା…

ସ୍ଵତନ୍ତ୍ର, ଉନ୍ମୁକ୍ତ ଓ ନିୟମ ଆଧାରିତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ସ୍ଵୀକାର କଲେ ଉଭୟ ପକ୍ଷପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତି ସହଯୋଗର ସୀମାକୁ ବିସ୍ତାର କରିବାର ଆବଶ୍ୟକତା ରହିଛି : ରାଜନାଥସିଂ ନୂଆଦିଲ୍ଲୀ, (ପିଆଇବି) :
Read More...