Daily Archives

ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ଗୋଷ୍ଠୀସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଗୁରୁବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଶୁଭ
Read More...

ଟୁକୁନିଙ୍କ ବକ୍ତବ୍ୟ ଠିକ୍ କେନ୍ଦ୍ରାପଡାର ଝିଅ ଭଳି : କେଏମ୍‌ଏମ୍

ଟୁକୁନିଙ୍କୁ ଆଲୋଚନା ପାଇଁ ୧୫ ଦିନର ମହଲତ ଦେଲା କୋଶଲ ସେନା ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲ ମହାବନ୍ଦକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଠିକ୍‌ କେନ୍ଦ୍ରାପଡାର ଝିଅ ଭଳି ହୋଇଛି । ସେ ଯଦି ଟିଟିଲାଗଡର ବୋହୂ ଭାବେ ମତବ୍ୟକ୍ତ କରିଥାନ୍ତେ ତାହା
Read More...

ସ୍ୱାମୀ ଶିବାନନ୍ଦଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ. କିଶୋରୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାମୀଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରଦତ୍ତ କୋଡିଏଟି ଆଧ୍ୟାତ୍ମିକ
Read More...

ଝାରବନ୍ଧ ଡିଗ୍ରୀ କଲେଜକୁ ବରଗଡ଼ ସାଂସଦ ସୁରେଶ ପୂଝାରୀଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକକୁ ଆଜି ବରଗଡ଼ ସାଂସଦ ସୁରେଶ ପୂଝାରୀ ଗସ୍ତ କରି ଝାରବନ୍ଧ ସ୍ଥିତ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି । ସାଂସଦଙ୍କ ଗସ୍ତ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା
Read More...

ସାମାନ୍ୟ ବଚସାରୁ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ

ଦେବଗଡ଼ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗୋହିଡା ଗ୍ରାମର ରଞ୍ଜିତ ନାୟକଙ୍କୁ ସାମାନ୍ୟ ବଚସାକୁ କେନ୍ଦ୍ର କରି ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ରଞ୍ଜିତ ଘର ବାହାରେ ଶୋଇଥିବା ବେଳେ ତାଙ୍କୁ ପ୍ରଭାତ
Read More...

ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ

ଜମ୍ମୁ-କାଶ୍ମୀର : ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସକାଳ ୭ଟା ୫୨ ମିନିଟ୍‌ରେ କଟରାରେ ଭୂମିକମ୍ପ ହୋଇଥିବା ବେଳେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଅନୁମାନ କରାଯାଉଛି । ତେବେ କୌଣସି କ୍ଷୟ କ୍ଷତି
Read More...

ରାମନାଗୁଡାରେ ୧୦୬ ଜଣ ଛାତ୍ରଛାତ୍ରୀ ଦେଲେ ଛାତ୍ରବୃତ୍ତି ପରୀକ୍ଷା

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ସରକାରୀ ବିଦ୍ୟାଳୟଠାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ନିମନ୍ତେ ଛାତ୍ରବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବୃତ୍ତି ପରୀକ୍ଷାରେ ପଞ୍ଚମ ଶ୍ରେଣୀରେ ୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ୫୨ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ ।
Read More...

ରୋଜଗାର ଓ କୌଶଳ ବିକାଶ ଶିବିର ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟରପ୍ରିନରସିପ୍‌ ଆଣ୍ଡ କ୍ୟରିୟର ହବ(ୟୁଇସିଏଚ) ପକ୍ଷରୁ ରୋଜଗାର ଓ କୌଶଳ ବିକାଶ ଶିବିର କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷା ଅନୁଷ୍ଠିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ବୃତ୍ତି ୧୭୪ ଜଣ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ୧୩୯ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିବା ସୂଚନା ମିଳିଛି । ତୃତୀୟ ଶ୍ରେଣୀରେ ୧୯୭ ପରୀକ୍ଷା ଦେବା
Read More...

ଚଙ୍ଗରିଆରେ ସୁନ୍ଦରାକାଣ୍ଡ ପାରାୟଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମରେ ଗଣେଶ ପୂଜା କମିଟିଙ୍କ ଆନୁକୂଲ୍ୟରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ପାରାୟଣ ମଣ୍ଡପ ସ୍ଥାପନ ସହ
Read More...