Daily Archives

ବିଶ୍ୱ ଓଜୋନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିଅର ରେଡକ୍ରସ୍‌ ଆନୁକୂଲ୍ୟରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ମାର୍ଗଦର୍ଶନ ଓ
Read More...

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ନୂଆପଡା, (ନିରାକାର ମେହେର) : ନୂଆପଡାକୁ ଦିନିକିଆ ଗସ୍ତରେ ଆସିଛନ୍ତି ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏଠାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସର୍ବ ପ୍ରଥମେ ମହିଳା ଏସ୍‌ଏଚ୍‌ଜି ଗୃପର ସଦସ୍ୟାଙ୍କ ସହ
Read More...

ପଦ୍ମପୁର ବ୍ଲକରେ ନିଯୁକ୍ତି ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆଜି ଆୟୋଜିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ସାହୁ ଅତିଥି ଭାବେ ଯୋଗଦେଇ
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

ଜିଲ୍ଲା କ୍ରୀଡା ସଂସଦର ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଭ୍ୟ ଓ ଭଲିବଲ ସଂପାଦକ ତଥା ଅବସରପ୍ରାପ୍ତ ଲୋଇସିଂହା ବ୍ଲକ ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ଆଜି ସକାଳ ଘ.୯.୩୦ମି.ରେ ଟିକ୍ରାପଡା ସ୍ଥିତ ତାଙ୍କ ବାସଭବନ ଠାରେ ଅକାଳ ବିୟୋଗ ଘଟିଯାଇଛି । ଜଣେ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ୬ଟି ଜିଲ୍ଲାର ମିଶନ ଶକ୍ତି ମହିଳାମାନେ

ଆମେ ବି ପାରିବୁ : ମିଶନ ଶକ୍ତି ମହିଳାମାନେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ । ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ
Read More...

ଗାନ୍ଧିଜୀ କ୍ଲବର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଗାନ୍ଧୀନଗରସ୍ଥ ଗାନ୍ଧିଜୀ କ୍ଲବର ପୂର୍ବତନ ସଭାପତି ଶିବ ପ୍ରସାଦ ଦତ୍ତଙ୍କ ସଭାପତିତ୍ୱରେ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ଟିକେଶ୍ୱର ଗୁରୁ ଏବଂ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର କ୍ଲବର ଇତିହାସ ତଥା
Read More...

ବାଲି ବୋଝେଇ ୩ ଟ୍ରାକ୍ଟର ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ତହସିଲ ନୁନହାଡ଼ ଗାଁର ଲାନ୍ଥ ନଦୀରୁ ବେଆଇନ ଭାବେ ବାଲି ଚୋରା ଚଲାଣ ଅଭିଯୋଗରେ ୩ଟି ଟ୍ରାକ୍ଟର ଜବତ ହୋଇଛି । ସେମାନେ ବେଆଇନ ଭାବେ ବାଲି ଚୋରା ଚଲାଣ ସହ ସଠିକ୍‌ କାଗଜ ପତ୍ର ଦେଖାଇ ନପାରିବାରୁ ସେମାନଙ୍କ ବେଲପଡା ତହସିଲ
Read More...

ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଆରଏସ୍‌ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ବଲାଙ୍ଗିରଠାରେ ଏକ ତାଲିମ ଶିଶୁମାନଙ୍କ ବୁଦ୍ଧିର ବିକାଶ କରିବାକୁ ପ୍ରଶୟ ଦେବା ବା ଯତ୍ନ ନେବା ଯଥା ଫୋଷ୍ଟର କେୟାର ଉପରେ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି ।
Read More...

ମହିଳା ଏସିଏସ୍‌ଓଙ୍କୁ ଯୌନ ନିର୍ଯ୍ୟାତନା ଘଟଣା : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଆଦିବାସୀ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯୋଗାଣ ବିଭାଗରେ ମହିଳା ଏସିଏସ୍‌ଓ ପୁଷ୍ପା ଦାସଙ୍କୁ ମାନସିକ ଓ ଯୌନ ନିର୍ଯ୍ୟାତନା ଘଟଣାରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି । ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାମୁଖ୍ୟ ଯୋଗାଣ
Read More...