pakka
Daily Archives

ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିଟିଲାଗଡ ରୋଡ୍‌ ସ୍ଥିତ ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟ ପୁଲିଆ ଉପରେ କିଛି ବୁଲା ଗାଇ ଗୋରୁ ଶୋଇଥିବା ସମୟରେ ବଲାଙ୍ଗିର ପଟୁ
Read More...

ମାଲପଡା ସ୍କୁଲ ନିକଟରେ ଅଟୋ ଧକ୍କାରେ ସ୍କୁଟି ଆରୋହୀ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡା ସ୍କୁଲ ନିକଟରେ ଏକ ଅଟୋ ଧକ୍କାରେ ଜଣେ ସ୍କୁଟି ଆରୋହୀ ଆହତ ହୋଇଥିବା ଖବର ମିଳିଛି । ଆହତ ସ୍କୁଟି ଆରୋହୀ ଜଣକ ହେଲେ ବଲାଙ୍ଗିର ସହରର ମଦନଗୁଡିଆ ବଗିଚା ନିକଟର ରୋଶନ ମାଝୀ । ସୂଚନା ଅନୁସାରେ ରୋଶନ ତାଙ୍କ ଏଭିଟର ସ୍କୁଟି ଓଡି ୦୩ ଏମ୍‌
Read More...

ବଲାଙ୍ଗିର ଅବକାରୀ ବିଭାଗର ଚଢାଉ : ୮ କିଲୋ ଗଂଜେଇ ଜବତ ସହ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଛନଛଡା ଗ୍ରାମରେ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ କିଲୋ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ବେଆଇନ ଭାବରେ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ଖବର
Read More...

ଡୁମେରଚୁଆଁ ଗାଁରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଂଟାବାଂଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ ହିଆଁଳ ପଞ୍ଚାୟତ ଡୁମେରଚୁଆଁ ଗାଁରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ତତ୍ୱାବଧାନରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଭଟପାଲି ଗ୍ରାମରେ ଜନ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ଆଂଶିକ ପ୍ରଭାବିତ ପାଟଣାଗଡ ବ୍ଲକର ତମିଆଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଭଟପାଲି ଗ୍ରାମ ଠାରେ ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ରାଜ୍ୟସଭା ସାଂସଦଙ୍କ ହସ୍ତକ୍ଷେପ ପରେ ପାଟଣାଗଡ଼ ଓ ଘସିଏନରେ ଡାକ୍ତର ନିଯୁକ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ଉପଖଣ୍ଡ ତଥା ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ରୋଗୀମାନେ ଆସି ଚିକିତ୍ସିତ ହେଉଛନ୍ତି, କିନ୍ତୁ ଏଠାରେ ବିଭିନ୍ନ ସମସ୍ୟା ସହ ଡାକ୍ତର ସମସ୍ୟା ମଧ୍ୟ ନଜିର ରହିଛି । ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଗତ ତା.୨୨.୦୮.୨୨ରେ
Read More...

ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୯ଟି କେନ୍ଦ୍ରରେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲିରେ ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା ବ୍ଲକ ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ ଅଂଚଳର ୩୯ଟି ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ
Read More...

ଜାତୀୟ ସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଜାତୀୟ ସ୍ତରର କୁଇଜ୍‌ ପ୍ରତିଯୋଗିତା ଇନ୍‌କ୍ୟୁବି-୨୦୨୨ରେ ରାଉରକେଲା ସ୍ଥିତ ଏନ୍‌ଆଇଟି ବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର କ୍ରିଷ୍ଣା ଆଦିତ୍ୟ ମହାନ୍ତି ଓ ସିଦ୍ଧାର୍ଥ ରାୟ ଉପବିଜେତା ହୋଇଛନ୍ତି । ଏନ୍‌ଆଇଟି ରାଉରକେଲାର ଇନ୍‌କୁଇଜିଟିଭ୍ ପକ୍ଷରୁ
Read More...

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା ଉପରେ ଆୟୋଜିତ ମାନସ ମନ୍ଥନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଅନ୍ତର୍ଗତ ‘ରିଇମାଜିନେସନ ଅଫ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ସ’ (ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା) ଉପରେ ଆୟୋଜିତ ମାନସ
Read More...

ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

● ଇ-ନିଲାମୀ ମାଧ୍ୟମରେ ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା କୋଇଲା ମନ୍ତ୍ରଣାଳୟ● ଏସବୁ ଖଣିରେ ଗଚ୍ଛିତ ରହିଛି ମୋଟ ୨୧୫୭.୪୮ ନିୟୁତ ଟନ କୋଇଲା ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ
Read More...