Daily Archives

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୦୧ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ସମସ୍ତ ବ୍ଲକ ଅଂଚଳର ୪୭ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି
Read More...

ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକୁ ବିରୋଧ : ଜିଲ୍ଲା କନ୍ଦ ସମାଜ ଯୁବ ସଂଗଠନର ଆନ୍ଦୋଳନ ଓ ଧାରଣା 

୨ ଜଣ ଏସଡିପିଓ, ୨ ଜଣ ମାଜିଷ୍ଟ୍ରେଟଙ୍କ ସହ ୫ ଜଣ ଆଇଆଇସି ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ  ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଡୁଙ୍ଗୁରିପାଲି ପଞ୍ଚାୟତରେ ଥିବା ଗୋଚର ଓ ପତ୍ରା ଜଙ୍ଗଲ ଜମିରେ ଏକ ଘରୋଇ କମ୍ପାନୀ ଆଦିତ୍ୟ ବିଲ୍ଲା ସୋଲାର
Read More...

ଅମଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ପୋଷଣ ମେଳା’ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ "ପୋଷଣ ମାସ" ପାଳନ କରାଯାଉଛି । ଏହି କ୍ରମରେ ଅମଠି ସରକାରୀ ଉଚ୍ଚ ପ୍ରାଥମିକ
Read More...

ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରମତୀ ସୁବାସିନୀ ନନ୍ଦ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଂଶଗ୍ରହଣ କରି ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟ ସଭାପତି ସନ୍ତୋଷ
Read More...

ମନ୍ତ୍ରୀ ରୋହିତ ପୂଝାରୀ ହେଲେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପାଇଛନ୍ତି । ଏଥିପାଇଁ ଜିଲ୍ଲାର ବିଜୁ ଜନତା ଦଳ ପରିବାର ତରଫରୁ
Read More...

ଏଏନ୍‌ଏମ୍‌ଙ୍କୁ ଅସଦାଚରଣ ମାମଲା : ଅଭିଯୁକ୍ତଙ୍କୁ ତିନିବର୍ଷ କାରାଦଣ୍ଡ ସହ ଜୋରିମାନା ଆଦେଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ଅଞ୍ଚଳର ଜୈନକ ମହିଳା ଏଏନ୍‌ଏମ୍‌ଙ୍କୁ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଗ ଦେହୁରୀଙ୍କ ଅଦାଲତ ସମସ୍ତ
Read More...

ଖଲିଆପାଲିରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଖଳିଆପାଲି ଠାରେ ଏକ ୧୦ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ରାସ୍ତାରେ ଆସୁଥିବା ସମୟରେ ବଲାଙ୍ଗିରର କାହ୍ନା ଉପାଧ୍ୟାୟ ଅଜଗର ସାପଟିକୁ ଦେଖି କର୍ତ୍ତବ୍ୟ ଫାଉଣ୍ଡେସନକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରୁ ସାପଟିକୁ
Read More...

ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମାରୋହ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବରେ ପ୍ରବେଶ କରିଥିବା ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଉପଢୌକନ ଓ ଫୁଲଚନ୍ଦନ ଦେଇ
Read More...

ଜୀବନ ନିର୍ମାଣର ମାର୍ଗଦର୍ଶକ ହେଉଛି ପୁସ୍ତକ : ୯୯ତମ ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ । ପୁସ୍ତକ ଜ୍ଞାନ ବାଣ୍ଟେ । ଚରିତ୍ର ଗଠନ ସହ ଜୀବନ ନିର୍ମାଣରେ ମାର୍ଗଦର୍ଶକ ସାଜିଥାଏ ବୋଲି ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ୯୯ତମ 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମରେ ମତ ପ୍ରକାଶ
Read More...

ବୋମାଲୋଇରେ ପ୍ରସ୍ତାବିତ ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ହୀରାକୁଦ ଜଳ ଭଣ୍ଡାରର ଜୈବ ବବିଧତାକୁ ନଷ୍ଟ କରିବ ବୋଲି…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ହୀରାକୁଦ ଜଳ ଭଣ୍ଡାର ସଂଲଗ୍ନ ବୋମାଲୋଇରେ ପ୍ରସ୍ତାବିତ ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ପ୍ରତିଷ୍ଠା ଦ୍ଵାରା ହୀରାକୁଦ ଜଳ ଭଣ୍ଡାରର ପରିବେଶ ଅସନ୍ତୁଳନ ହେବା ସହ ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ
Read More...