Daily Archives

୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ କ୍ଷେତ୍ରକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଉଚିତ୍ : ସୂଚନା ଓ ପ୍ରସାରଣ…

• ଫିକ୍କି ଫ୍ରେମସ୍ ଫାଷ୍ଟ ଟ୍ରାକ୍ ୨୦୨୨କୁ ସମ୍ବୋଧିତ କରି କହିଲେ ସଚିବ ଅପୂର୍ବ ଚନ୍ଦ୍ର• ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆ ସହଭାଗିତାରେ ଚଳଚ୍ଚିତ୍ର ସୁବିଧା କାର୍ଯ୍ୟାଳୟର ପୁନରୁଦ୍ଧାର କରାଯିବ• ଥିଏଟର ସଂଖ୍ୟା ହ୍ରାସ ସମସ୍ୟାର
Read More...

ଅନୈତିକ ସମ୍ପର୍କ ହେଲା କାଳ : ସାନଭାଇର କୋଦାଳ ଚୋଟରେ ବଡ଼ ଭାଇର ମୃତ୍ୟୁ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ବିଜେପୁର ଥାନା ପରିସରଭୁକ୍ତ ବୁଡ଼ାପାଲି ପଂଚାୟତ ଅନ୍ତର୍ଗତ ଲେମଧର ଗ୍ରାମରେ ଏକ ଚାଂଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏ ଘଟଣାରେ ସାନ ଭାଇର କୋଦାଳ ମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ବିଜେପୁର ଥାନାରେ ଖବର ପହଂଚିବା ପରେ ସନୟ
Read More...

ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ ହେବେ ଆଶା ପାରେଖ

● ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ● ପୁରସ୍କାର ସମାରୋହରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :ମହାମହିମ,ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି । ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି । କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି । ତା’ଛଡ଼ା ଫେରିଯିବା ପରେ
Read More...

ଆଦିବାସୀ ସଂଘର ବ୍ଲକ୍‌ ସ୍ତରୀୟ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ସ୍ଥିତ ମହାବିଦ୍ୟାଳୟଠାରେ ଆଦିବାସୀ ସଂଘର ବ୍ଲକ୍‌ ସ୍ତରୀୟ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଧର୍ଣିପୀଠରେ ପୂଜାର୍ଚ୍ଚନା ପରେ ଶତାଧିକ ଆଦିବାସୀ ପାରମ୍ପରିକ
Read More...

ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ କନସିଂହା ନିବାସୀ ସ୍ଵର୍ଗତ ସୀତାକାନ୍ତ ଭୋଇଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ ଜିଲ୍ଲାରେ ପ୍ରାଥମିକ ଠାରୁ
Read More...

ସଦାଇପାଲିଠାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ : ୧ ମୃତ, ୭ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲିଠାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ବ୍ୟକ୍ତି ଗୁରୁତର ଭାବେ ଉଦ୍ଧାର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଣେ ବ୍ୟକ୍ତିଙ୍କ ବିଲ୍‌ କରାଇଦେବାକୁ ନେଇ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା । ବ୍ରହ୍ମପୁର ଭିଜିଲାନ୍ସର ଏକ ୮ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ ।
Read More...

ଦେବଦତ୍ତ କ୍ଲବରେ କୃଷକ ଉତ୍ପାଦକ କମ୍ପାନୀର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବଠାରେ ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ବରଗଡରେ
Read More...

ଗୁରୁପଦ୍ମ ସମ୍ମାନରେ ସାମ୍ମାନିତ ହେଲେ ଡ଼. ଗୌରୀ ଶଙ୍କର ଶତପଥୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଭଗତ ସିଂ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀଙ୍କୁ ଗୁରୁପଦ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ
Read More...