Daily Archives

ଡେଲିମାର୍କେଟରେ ସ୍କୁଟି ଚୋରକୁ ଧରିଲେ ଲୋକେ : ଉତ୍ତମ ମଧ୍ୟମ ଦେଇ ଥାନାର ଜିମା ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡେଲିମାର୍କେଟରେ ସ୍କୁଟି ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ଥାନାର ଜିମା ଦେଇଛନ୍ତି ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସହରର ମାଲପଡାର ଉମାକାନ୍ତ ବିଶି କୌଣସି ଏକ କାମରେ ଯାଇ ନିଜ ସ୍କୁଟି ସ୍ଥାନୀୟ ରାଧାରାଣୀପଡାଠାରେ ରଖି ଦେଇଥିବା
Read More...

ଭୁତପୂର୍ବ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ନଗରପାଳ ତଥା ରାଉରକେଲା ବାରଆସୋସିଏସନର ପ୍ରାକ୍ତନ ସଭାପତି, ସମାଜସେବୀ ରମେଶ ଚନ୍ଦ୍ର ବଳ ହରିଆନା ଭବନ ନିକଟସ୍ଥ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ,
Read More...

ମ.ରାମପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସମ୍ମିଳନୀ ଗୃହରେ ଆଜି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ,
Read More...

ପୂର୍ବତନ ନାଏବ ସରପଞ୍ଚଙ୍କ ଧର୍ମପତ୍ନୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ ବିଭୀଷଣ ଦିୱାନଙ୍କ ଧର୍ମପତ୍ନୀ ସୁମତି ଦିୱାନଙ୍କ ପରଲୋକ ହୋଇ ଯାଇଛି । ତାଙ୍କର ମୁତ୍ୟୁ ବେଳକୁ ୬୦ ବର୍ଷ ବୟସ ହୋଇଥିଲା । ସେ ତାଙ୍କର ଦୁଇ ପୁଅ ସୁବ୍ରତ ଦିୱାନ, ସୁଶାନ୍ତ
Read More...

ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପ୍ରଦୀପ କୁମାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଗସ୍ତରେ ଆସି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ
Read More...

ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଭେଟିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି

ରେଳପଥର ନିର୍ମାଣରେ ପରିବେଶ ମଞ୍ଜୁରି ଓ ଜମି ଅଧିଗ୍ରହଣ ନେଇ ଉଦବେଗ ଜଣାଇଲା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବଲାଙ୍ଗିର ଗସ୍ତ ଅବସରରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ
Read More...

ବୋନ୍‌ କ୍ୟାନ୍‌ସର୍‌ରେ ପୀଡିତ ରାଜା ଜାଲଙ୍କ ପାଇଁ ସଂଗ୍ରହ କରାଯାଉଥିବା ଅର୍ଥ ହଡପ୍‌ ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୋନ୍‌ କ୍ୟାନ୍‌ସର୍‌ରେ ପୀଡିତ ଠିକାଦାରପଡାର ରାଜା ଜାଲଙ୍କ ପାଇଁ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ମାନେ ଦୋକାନ ଦୋକାନ ବୁଲିବା ସହ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ରାଜଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ପଇସା
Read More...

ବଡବାଉଁଶେନରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ପର୍ବ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡବାଉଁଶେନ କ୍ଲଷ୍ଟରରେ ଶିକ୍ଷକ ପର୍ବ ଅନୁଷ୍ଠିତ ହୋଇଯାଇଛି ।ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିକ୍ଷକ ପର୍ବକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଦର୍ଶନୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୭ ସେପ୍ଟେମ୍ବରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଅଛି । ଏହି ଅବସରରେ ଲୋକଙ୍କ ମଧ୍ୟରେ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା, ବିଶ୍ଵରେ ଏକତା ଓ ମୈତ୍ରୀ ପ୍ରତିଷ୍ଠାର ବାର୍ତା ଦେଇ ପୁରୀ ସମୁଦ୍ର ବାଲି ଉପରେ
Read More...

୪୨ ବର୍ଷରେ ଗାନ୍ଧୀନଗରପଡା ଦୁର୍ଗାପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ୪୨ ବର୍ଷରେ ପଦାର୍ପଣ କରିଛି । ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ପାଳିତ ହୋଇଯାଇଥିବା ବେଳେ ୨୬ ତାରିଖରେ କଳସଯାତ୍ରା ଆରମ୍ଭ ହୋଇ ମା' ଶୈଳପୁତ୍ରୀ ଦେବୀଙ୍କ ପୂଜା ଓ ଚଣ୍ଡିପାଠ ହୋଇଥିବା ବେଳେ
Read More...