pakka
Daily Archives

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୦ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ରାଜବୋଡାସମ୍ବର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପ୍ରାଥମିକ ଶିକ୍ଷକ ଭବନଠାରେ ରାଜବୋଡାସମ୍ବର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରାହିତ୍ୟରେ ସ୍ୱର୍ଗୀୟ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ରବୀନ୍ଦ୍ର ରଣାଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।
Read More...

କଟାପାଲିର ଶ୍ରୀ ଗଣେଶ ପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ସ୍ଥିତ ସାଂସ୍କୃତିକ କଳା ପରିଷଦର ଶ୍ରୀ ଗଣେଶ ପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି
Read More...

୨୦୨୧ ଫସଲ ବୀମା ରାଶି ଓ ଇନଫୁଟ ସବସିଡି ପ୍ରଦାନ ଦାବୀରେ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ସହିତ ମରୁଡି ସହାୟତା ଇନପୁଟ ରାଶି ଆଜି ପର୍ଯ୍ୟନ୍ତ ନ ମିଳିବାରୁ ପ୍ରଦାନ କରିବା ଦାବୀରେ ଏକ ୪ ଦଫା ସମ୍ମିଳିତ ଦାବୀପତ୍ର ବରଗଡ଼ ଜିଲ୍ଲାପାଳଙ୍କ
Read More...

ଭୀମଭୋଇ ମେଡିକାଲର ନୂତନ ଗଭର୍ଣ୍ଣି ବଡି ସଦସ୍ୟ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଗଭର୍ଣ୍ଣି ବଡି ସଦସ୍ୟ ଭାବରେ ଡ. ପୂର୍ଣ୍ଣଚନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି । ଡା.ସାହୁ ପୂର୍ବରୁ ଡାଇରେକ୍ଟର ପବ୍ଲିକ ହେଲ୍‌ଥ ଓ ବଲାଙ୍ଗିର ସିଡିଏମ୍‌ଓ ଭାବରେ ସେବା ପ୍ରଦାନ କରିଆସିଛନ୍ତି । ବର୍ତ୍ତମାନ ଡା. ସାହୁ
Read More...

ପୁରେନାଦୁର୍ଗେଇ କ୍ଲବ ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନାଦୁର୍ଗେଇ କ୍ଲବ ଆନୁକୂଲ୍ୟରେ 'ନୂଆଁଖାଇ ଭେଟ୍‌ଘାଟ୍‌' ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ଭାରତ ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ନରେନ୍ଦ୍ର ଦାଉ ସଂଯୋଜନା କରିଥିଲେ ।
Read More...

ଧରାପଡିଲେ ଲକ୍ଷାଧିକ ଟଙ୍କା ନେଇ ଫେରାର୍‌ ଥିବା ଅଭିଯୁକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୋଲିସକୁ ବଡ଼ ସଫଳତା ମିଳିଛି । ପାଇକମାଲ ଥାନା ଅଞ୍ଚଳର ବିଭିନ୍ନ ଆଠଟି ଅର୍ଥ ଲଗାଣ ସଂସ୍ଥାରୁ ୫୩ଜଣ ମହିଳାଙ୍କ ପାସ୍‌ବୁକ ଜାଲିଆତି କରି ସେମାନଙ୍କ ନାଁରେ ୫୪ ଲକ୍ଷ ଟଙ୍କା ଉଠାଇ ଫେରାର୍‌ ହୋଇଯାଇଥିବା ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ
Read More...

ସଦାଇପାଲିରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସଦାଇପାଲିଠାରେ ଦଳିତ ସମାଜ ତରଫରୁ ନବଜ୍ୟୋତି କ୍ଲବ ପରିସରରେ ନୂଆଁଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ନୂଆଁଖାଇ ପଶ୍ଚିମ ଓଡିଶାର ଏକ ଅନନ୍ୟ ଗଣପର୍ବ ବୋଲି
Read More...

ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ବଲାଙ୍ଗିର କଳାକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସଂଗୀତ ନାଟକ ଏକାଡେମୀ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଜଗନ୍ନାଥାୟନ କାର୍ଯ୍ୟକ୍ରମ ପୁରୀ ବଡଦାଣ୍ଡ ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଂଚରେ ଗତ ତା.୦୧.୦୯.୨୦୨୨ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର 'ପଞ୍ଚମ'
Read More...

ବୈତାଳି କ୍ଲଷ୍ଟରରେ ଛାତ୍ରଛାତ୍ରୀଙ୍କ ‘ଏକାଗ୍ରତା ବୃଦ୍ଧି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ସମସ୍ତ ବିଦ୍ୟାଳୟରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଏକାଗ୍ରତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର
Read More...