Daily Archives

ନୂଆଁଖାଇରେ ଅସହାୟମାନଙ୍କୁ ସହାୟତାର ହାତ ବଢାଇଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଏମିତି ଏକ ପର୍ବ ଯେ ଯେଉଁଠିବି ଥାଉ ନା କାହିିଁକି ନିଜ ପରିବାର ପାଖକୁ ଆସି ନୂଆଁ ଖାଇଥାନ୍ତି । ସମ୍ପୂର୍ଣ୍ଣତାର ପର୍ବ ନୂଆଁଖାଇ । ଏକତାର ପର୍ବ ନୂଆଁଖାଇ । ଏହାକୁ ଏଥର ମାହେଶ୍ୱରୀ ସଂଗଠନ ଏକ ନିଆରା ଢଙ୍ଗରେ ପାଳିଛି ।
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କଲ୍ୟାଣୀ ରାୟ ମହାବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ହମିରପୁର ସ୍ଥିତ କଲ୍ୟାଣୀ ରାୟ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଅଧ୍ୟକ୍ଷ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସରିତା ମଲ୍ଲଙ୍କ ଆବାହକତ୍ୱରେ
Read More...

ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବରେ ଦାୟିତ୍ୱ ପାଇଲେ ବଲାଙ୍ଗିରର ସାଗରିକା ଗୁରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବରେ ବଲାଙ୍ଗିର ଜିଲ୍ଲାର ଜଣାଶୁଣା ସମାଜେବୀ ସାଗରିକା ଗୁରୁ ଦାୟିତ୍ୱ ପାଇଛନ୍ତି । ଏଥିପାଇଁ ଶ୍ରୀମତୀ ଗୁରୁ ସୁପ୍ରିମୋ ଶ୍ରୀ
Read More...

ପାଟଣେଶ୍ୱରୀ ମନ୍ଦିରରେ ନୂଆଁଖାଇ ଉପଲକ୍ଷେ ନବାନ୍ନ ଭୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣା ଷ୍ଟେଟ ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀରେ ଠିକ୍‌ ଘ.୧୧ ସମୟରେ ମା'ଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା । ଏହି ଅବସରରେ ଦୀର୍ଘ ଦିନ ଧରି ଚାଲିଆସିଥିବା ପରମ୍ପରା ଏ ପ୍ରଥା ଏବେ ବି ଚାଲି ଆସିଛି । ମନ୍ଦିରରେ ସ୍ୱତନ୍ତ୍ର
Read More...

ରିଡା ଗ୍ରାମରେ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତି ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ରିଡା ଗ୍ରାମର ଛକଠାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ଉକ୍ତ ଗ୍ରାମର ବିପିନ ରଣା ବୋଲି ଜଣାପଡିଛି ।
Read More...

ଶଙ୍କରଭୋଜିଠାରେ ଟ୍ରକ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଛତାମଖନାର ଶଙ୍କରଭୋଜିଠାରେ ଟ୍ରକ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଟ୍ରକଟି ବଲାଙ୍ଗିରରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ଅଜଣା ଟ୍ରକ ସହ ଧକ୍କା ହୋଇଥିଲା ।
Read More...

ଜମି ବିବାଦକୁ କେନ୍ଦ୍ର କରି ପାଟିମାଲ ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ୫ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ପାଟିମାଲ ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଉକ୍ତ ଗ୍ରାମର କଟା ପରିବାର ଓ ବନ୍‌ଛୋର ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଖବର ମିଳିଛି । ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୫ ଜଣ ଗୁରୁତର ଆହତ ହୋଇ
Read More...

ଭରସୁଜା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଭରସୁଜା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ଉକ୍ତ ଗ୍ରାମର ବନ ଷାଣ୍ଡ ।
Read More...

ଛତାପିପଲ ଗ୍ରାମରେ ଗରମ ପାଣି ପଡି ଜଣେ ମହିଳା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଛତାପିପଲ ଗ୍ରାମରେ ଜଣେ ମହିଳାଙ୍କ ଦେହରେ ଗରମ ପାଣି ପଡିଯିବାରୁ ବଲାଙ୍ଗିର ଭୀମ ମୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ତେବେ ଗୁରତୁର ମହିଳା ଜଣକ ମାନସିକ ଭାବେ ଅନଗ୍ରସର ଥିବା
Read More...

ଟ୍ରେନ ଲାଇନ୍‌ ଉପରେ ଶୌଚ କରୁଥିବା ବେଳେ ଟ୍ରେନରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନ ଲାଇନ୍‌ ଉପରେ ଶୌଚ କରୁଥିବା ବେଳେ ଟ୍ରେନରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟିଛି ଡୁଙ୍ଗୁରିପାଲି ଠାରେ । ତେବେ ଟ୍ରେନରେ ପିଟି ହୋଇ ଚାଲିଯାଇଥିବା ଯୁବକ ଜଣକ ହେଲେ ଡୁଡୁକା ଗ୍ରାମର ବଳବନ୍ତ ନାୟକ । ସୂଚନା ଅନୁସାରେ
Read More...