pakka

ଛତାପିପଲ ଗ୍ରାମରେ ଗରମ ପାଣି ପଡି ଜଣେ ମହିଳା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଛତାପିପଲ ଗ୍ରାମରେ ଜଣେ ମହିଳାଙ୍କ ଦେହରେ ଗରମ ପାଣି ପଡିଯିବାରୁ ବଲାଙ୍ଗିର ଭୀମ ମୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ତେବେ ଗୁରତୁର ମହିଳା ଜଣକ ମାନସିକ ଭାବେ ଅନଗ୍ରସର ଥିବା ଜଣାପଡଛି ।

jay balangir
Leave A Reply

Your email address will not be published.

four − 2 =