Daily Archives

ବହି ମାନବକୁ ମହାମାନବରେ ପରିଣତ କରିପାରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବହି ଏକ ଅମୂଲ୍ୟ ସମ୍ପଦ । ମାଟି, ମାଆ, ସପ୍ସସ୍କୃତି, ପରମ୍ପରା, ଦେଶ, ବିଦେଶ ସହ ସମ୍ପର୍କ ସ୍ଥାପନରେ ବହିର ଭୂମିକା ଅବର୍ଣ୍ଣନୀୟ । ବହି ମାନବକୁ ମହାମାନବରେ ପରିଣତ କରିବାର କ୍ଷମତା ରଖେ । ତେଣୁ ଛାତ୍ରଛାତ୍ରୀମାନେ ପାଠାଗାର ଯାଇ ପୁସ୍ତକ ପଠନ ପ୍ରତି
Read More...

କୋଟଗଡ ଥାନା ଅଞ୍ଚଳରେ ମାଓ ପୋଷ୍ଟର : ବିଭିନ୍ନ ରାଜନେତାଙ୍କୁ ମାଓବାଦୀଙ୍କ ଚେତାବନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ
Read More...

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା ଲୋକାର୍ପିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା (https//:epatrika.cspursahityasansad.com)ର ତୃତୀୟ ସଂଖ୍ୟା ସେପ୍ଟେମ୍ବର ୦୧ ୨୦୨୨ରେ ଓଡିଶାର ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଲୋକାର୍ପିତ
Read More...

ଭିନ୍ନକ୍ଷମ ଚକ୍ରଧରଙ୍କୁ ଭେଟିଲେ ରେଡକ୍ରସ କର୍ମୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଦ୍ୱିତୀୟ ଦିନରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମର ଭିନ୍ନକ୍ଷମ ଛାତ୍ର ଚକ୍ରଧର ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ରେଡକ୍ରସ କର୍ମୀ ତଥା ରକ୍ଷକ ବିରଂଚି ନାରାୟଣ ଦାଶ । ପ୍ରକାଶ ଥାଉକି ଚକ୍ରଧର
Read More...

କୁତମୁଣ୍ଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ସୁବର୍ଣ୍ଣରେଖା ନଦୀ କୂଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପାନୀୟଜଳ ଯୋଗାଣ କରୁଥିବା କୂଅ ପାଖରେ ଲୋକେ ଫିଙ୍ଗିଥିବା ଅଳିଆ ଆବର୍ଜନା ଜମା ହେଉଥିବାରୁ ବର୍ଷା ପାଣି
Read More...

ଚନ୍ଦ୍ରପୁରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକର ଚନ୍ଦ୍ରପୁର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ
Read More...

ନୂଆଁଖାଇ ତୃତୀୟ ଦିନ ଛୁଟି ପାଇଁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କଲେ କୋସଲ ସଂଗ୍ରାମୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆବାହକ ଡିଂଗର କୁମ୍ଭାର, ସୁଶିଲ କୁମାର ଗୁରୁ, କୋଶଲ ସଂଗ୍ରାମୀ ଶାନ୍ତନୁ କୁମାର ବୁଧିଆ, ଜନସନ୍ ନାଗଙ୍କ ନେତୃତ୍ୱରେ ଏବଂ କୋଶଲ ଯୁବ ଶକ୍ତିର ସହଯୋଗରେ ପାଟଣାଗଡ ସହରରେ ଥିବା ସମସ୍ତ ସ୍କୁଲ କଲେଜ କୋର୍ଟ କଚେରି ତଥା
Read More...

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦ୍‌ଯାପିତ

ବିଚାର ପ୍ରକ୍ରିୟା ସରଳୀକରଣ ତଥା ଆଞ୍ଚଳିକ ଭାଷାରେ ହେବା ଦରକାର : ଡଃ ନନ୍ଦ ରାଉରକେଲା, (ସସ୍ମିତା ପ୍ରଧାନ) : ବିଚାର ପ୍ରକ୍ରିୟା ସରଳୀକରଣ ଓ ଆଞ୍ଚଳିକ ଭାଷାରେ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଆସନ୍ତା କାଲି

ଲୋଇସିଂହ, ଚୁଡାପାଲି ଓ ଖପ୍ରାଖୋଲଠାରେ ଉଦ୍‌ଘାଟନୀ ମେଚ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ରବିବାର ୪ ତାରିଖ ଦିନ ଲୋଇସିଂହା ମିନି ଷ୍ଟାଡିୟଠାରେ ଏ.ଏସ୍‌.ସି. ସଲତରପାଲି ବନାମ ଏସ.ଆର.ଏଫ୍‌.ଏ. ତେନ୍ତୁଳିଖୁଣ୍ଟି, ଚୁଡାପାଲି ପଡିଆରେ
Read More...

ଆଜିଠୁ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । କରୋନା କଟକଣାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟରେ ୨୮ ସହରରେ ୩୮ଟି କେନ୍ଦ୍ର କରାଯାଇଥିବା ବେଳେ ୩, ୪ ଏବଂ ୭ ତାରିଖରେ
Read More...