Daily Archives

୨୬ତମ ନିଲେଇପାଲି ବୀଣାପାଣି କପ : ଦିୱାନା ସ୍ପୋଟିଂ ବିଜୟୀ

ରେଙ୍ଗାଲି କ୍ୟାମ୍ପ : ଅତାବିରା ବ୍ଲକ ନିଲେଇପାଲି ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ୨୬ତମ ନିଲେଇପାଲି ବୀଣାପାଣି କପ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଦଳ ବରଗଡ଼ ଉନାଇଟେଡ଼, ଝାରସୁଗୁଡା, ସୁନ୍ଦରଗଡ, ରେଙ୍ଗାଲି ଏଫ ସି, ସମ୍ବଲପୁର ୧୧,
Read More...

କଲେଜ ଛାତ୍ର ରାଜୀବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ସମାଜସେବୀ ଚିତ୍ରସେନ ନିଶଂକଙ୍କ କନିଷ୍ଠ ପୁତ୍ର ରାଜୀବ କୁମାର ନିଶଂକ ଓରଫ ଲକିଙ୍କ(୧୭) ଏକାଦଶାହ ଅବସରରେ ବନ୍ଧୁ ପରିଜନଙ୍କ ପକ୍ଷରୁ ସ୍ଵର୍ଗତ ରାଜୀବଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ତଥା
Read More...

ଶିବତଲା ରାମଜୀ ଛକର ୧୫ତମ ନୂଆଁଖାଇ ଭେଟ୍‌ଘାଟ୍

ଶିବତଲା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ଶିବତଲା ରାମଜୀ ଛକ ନୂଆଁଖାଇ ଭେଟ୍‌ଘାଟ୍ କମିଟି ଦ୍ୱାରା ୧୫ତମ ନୂଆଁଖାଇ ଭେଟ୍‌ଘାଟ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଶିବତଲା ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ ଶୂଭଶାନ୍ତି ମାଝୀ ମୁଖ୍ୟ ଅତିଥି,
Read More...

ଗଣେଶ ବିସର୍ଜନ ବେଳେ ଗଣ୍ଡଗୋଳ

ବାଲିଅନ୍ତା : କମିସନରେଟ ପୁଲିସ ପାହାଳ ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡ ନହରକଣ୍ଟା ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ଭସାଣ ଶୋଭାଯାତ୍ରାକୁ ନେଇ ଗଣ୍ଡଗୋଳ ଘଟିଛି । ଢେଲା ପଥର ମାଡ଼ ହୋଇଥିବା ବେଳେ ୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଉତ୍ତେଜନା ଲାଗି ରହିଥିବା ବେଳେ
Read More...

୭୫ ଲିଟର ମହୁଲି ମଦ ଜବତ, ୩ ଗିରଫ

ପାଟଣା : ପାଟଣା ବ୍ଲକ ଅଞ୍ଚଳରୁ ଅବକାରୀ ବିଭାଗ ମୋଟ ୭୫ ଲିଟର ମହୁଲି ମଦ ଜବତ କରିବା ସହ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବାଉଁଶୁଳିର ସସ୍ମିତା ମୁଣ୍ଡା, ଦାଶରଥିପୁର ସୁମନ୍ତ ଲୋହାର ଓ ବାଲିପଶିର ରମେଶ ମୁଣ୍ଡା ବୋଲି ଜଣାପଡିଛି । ସସ୍ମିତା
Read More...

ବାଈଶିପଡାରେ ନୂଆଁଖାଇ ଭେଟ୍‌ଘାଟ୍

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତର ବାଈଶିପଡାରେ ତ୍ରୀନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡମ୍ବର ସହକାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ
Read More...

ନିଆରା ପରମ୍ପରାରେ ନୂଆଁଖାଇଲେ ଜଲିଆ ଓ ଡାହିମାଲ ଗ୍ରାମବାସୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଅଞ୍ଚଳରେ ଏକ ନିଆରା ପରମ୍ପରାରେ ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି । ୨ ଖଣ୍ଡ ଗାଁର ହଜାର ହଜାର ଲୋକ ଏକାଠି ମିଶି ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଗାଁ ହେଉଛି ବେଲପଡା ବ୍ଲକର ଜଳିଆ ଓ ଡାହିମାଲ । ଦୁଇ ଖଣ୍ଡ ଗାଁର ୮
Read More...

ଆଣ୍ଡାମାନ-ନିକୋବରରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ଆଜି ସକାଳ ପ୍ରାୟ ୬.୫୯ ସମୟରେ ପୋର୍ଟ ବ୍ଲେୟାର ଠାରୁ ୧୦୬ କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ଏକ ଭୂକମ୍ପ
Read More...

ଅବଶୋଷ

ବିଜୟ ପ୍ରଧାନ ଭାରି ଇଚ୍ଛା ଥିଲା ଅନ୍ତତଃ ଥରଟିଏ ବାପୁଜୀଙ୍କ ଭଳି ବେଶ ପୋଷାକରେ ଚିତ୍ରିତ ହୋଇ ବାଡ଼ି ଖଣ୍ଡେ ଧରି କୋଉ ଛକରେ ଘଣ୍ଟାଏ କାଳ ଛିଡ଼ା ହୋଇଥାନ୍ତି । ହେଲେ ନିଜର ଶାରୀରିକ ପୃଥୁଳ କାୟା ତହିଁରେ ବ୍ୟାଘାତ ସୃଷ୍ଟି କଲା । ମୋର ଉତ୍କଣ୍ଠିତ ଆଗ୍ରହ ଓ ଅଶେଷ ଅନୁନୟ ସତ୍ତ୍ୱେ
Read More...

ପାଟଣାଗଡ ବିଜ୍ଞାପିତ ପରିଷଦ ସ୍ଵାୟତ ଶାସନ ଦିବସ : ଅଧିକାରୀଙ୍କ ଆଚରଣ ନେଇ ଯୋଗ ଦେଲେନି ଶାସକ ବିଜେଡି

ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲବିକାଶ ଦିଗରେ ବାଧା ସୃଷ୍ଟିନେଇ ପାଟଣାଗଡ଼ ସହରରେ ଚର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନଏସି ରାଜ୍ୟର ଏକ ପୁରୁଣା ଏବଂ ଏକ ନମ୍ବର ଏନଏସି ଭାବେ ପୁରସ୍କାର ଲାଭ କରିଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।
Read More...