pakka

ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବରେ ଦାୟିତ୍ୱ ପାଇଲେ ବଲାଙ୍ଗିରର ସାଗରିକା ଗୁରୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବରେ ବଲାଙ୍ଗିର ଜିଲ୍ଲାର ଜଣାଶୁଣା ସମାଜେବୀ ସାଗରିକା ଗୁରୁ ଦାୟିତ୍ୱ ପାଇଛନ୍ତି । ଏଥିପାଇଁ ଶ୍ରୀମତୀ ଗୁରୁ ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

four × 1 =