Daily Archives

ଇପସମ କୋଚିଙ୍ଗ ସେଣ୍ଟରରୁ ଚୋରୀ ହୋଇଥିବା ସାଇକେଲକୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇପସମ କୋଚିଙ୍ଗ ସେଣ୍ଟରରୁ ଚୋରୀ ହୋଇଥିବା ସାଇକେଲକୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତ ରାୟ । ସୂଚନା ଅନୁସାରେ ଗତ ତା. ୧୩.୦୭.୨୨ରିଖ ସନ୍ଧ୍ୟା
Read More...

କଫ ସିରଫ୍ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚୋରା ଚାଲାଣ କରୁଥିବା ୮ଶହ ବୋତଲ କଫ ସିରଫ୍‌ ବୋଝେଇ ଏକ ଅଟୋ ଟାଉନ ଥାନା ପୋଲିସ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସମ୍ପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇ ଟାଉନ ଥାନା ଅଧିକାରୀ ସତ୍ୟଜିତ୍ ଖାଣ୍ଡେଲକର
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜ ପରିଚାଳନା କମିଟି ଓ ବଡ଼ବନ୍ଧ ମାହାର ସମାଜର ମିଳିତ ଆନୁକୂଲ୍ୟରେ ଗତକାଲି ନୂଆଁଖାଇ ଭେଟ୍‌ଘାଟ୍‌ ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତର ଖୋଦ ବଡ଼ବନ୍ଧ ଗାଁର ମହାରପଡ଼ାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଯମରତଲା ସରକାରୀ ଅପ୍‌ଗ୍ରେଡ଼ ଉଚ୍ଚ ବିଦ୍ୟାଳୟରେ ଏସଏମସି ଚେୟାରପର୍ସନ ଦଶରଥ ବରିହାଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ପୁରୀ ବୈଠକର ଉର୍ଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଧାନ ଶିକ୍ଷକ
Read More...

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁର୍ଡ଼ା ଛକସ୍ଥିତ ରେଳ ଫାଟକ ନିକଟରେ ଜନୈକ ଯୁବକ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଯୋଗିସର୍ଡ଼ା ପଞ୍ଚାୟତ ଅଧିନସ୍ଥ ଗୁର୍ଜିଭଟା ଗ୍ରାମର ମଛିନ୍ଦର ସାହୁଙ୍କ ପୁଅ ସୁମନ୍ତ
Read More...

ପାଣି ଘେରରେ ଖଟୁଆକୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମଠାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ୧୯୫୬ରେ ସ୍ଥାପିତ ହୋଇଥିବା ବହୁ ପୁରାତନ ଏହି ସ୍କୁଲଟି ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜୁନିୟର ରେଡକ୍ରସ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସପ୍ତମ ଦିବସ

ସାଇଟ ସ୍ପୋଟ୍ସ ସୋସାଇଟି, କୁଶଙ୍ଗ, ପ୍ରୋଗ୍ରେସିବ କ୍ଲବ, ଭାଲୁଦର୍ହୋ, ଖଲିଆପାଲି, ଖୁଟସମଲେଇ, ମୁରସିଂ, ହଳଦି ଇବିଏଫ୍‌ଏ ଓ ଖୋଲାନ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋଟ୍ସ
Read More...

ବିଶ୍ୱ ଉପଚାର ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲପାଲି ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀଠାରେ ବିଶ୍ୱ ଉପଚାର ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଗଣ୍ଡତୁରୁମର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

କପିଲାଭଟାରେ ଭାଗବତ ଜନ୍ମ ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ନିଲମଣି ବିଶି ଓ ତାଙ୍କ ସହଧର୍ମିଣୀ ସୁଶୀଳା ବିଶି ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ନୂଆପଡା ଜିଲ୍ଲା କୋମନା ଟିକ୍ରାପଡା
Read More...