Daily Archives

ଓଭର ବ୍ରିଜ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ : ଗୋଲେଇ ଛକ ନିର୍ମାଣ ଦାବୀରେ କାମ ବନ୍ଦ କଲେ ଗ୍ରାମବାସୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନ ପଦର ଛକରେ ବିଭିନ୍ନ ସଂଗଠନ ମିଶି ଆନ୍ଦୋଳନ କରିଛନ୍ତି । ଚାରି ଛକ ନିକଟରେ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ
Read More...

ହନିଟ୍ରାପ୍‌ର ନୂଆ ରୂପ : ବିଶ୍ୱାମିତ୍ରଙ୍କ ମେନକା ପ୍ରୟୋଗ, ଘରମାଲିକଙ୍କୁ ବ୍ଲାକମେଲ କରି ତିନି ଲକ୍ଷ ଲୁଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନର୍ତ୍ତକୀ ମେନକାଙ୍କୁ ପ୍ରୟୋଗ କରି ଦେବ ଗଣ ଋଶି ବିଶ୍ୱାମିତ୍ରଙ୍କ ତପସ୍ୟା ଭଙ୍ଗ କରିବାରେ ସଫଳ ହୋଇଥିଲେ । ଏହାକୁ ସେ କାଳର ପ୍ରଥମ ହାନିଟ୍ରାପ ଘଟଣା କୁହାଯାଇ ପାରେ । କିନ୍ତୁ ଏବେ କଳି କାଳରେ ଏହାର ଠିକ ଓଲଟା ଘଟଣା ଦେଖିବାକୁ ମିଳିଛି । କଳି କାଳରେ
Read More...

ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ବ୍ରାହ୍ମଣୀ ଗ୍ରାମଠାରେ ଗ୍ରାମବାସୀମାନଙ୍କୁ ନେଇ ପ୍ରାଥମିକ ଚିିକିତ୍ସା କର୍ମଶାଳା ଅନୁଷ୍ଠିତ
Read More...

ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ଗାଁ ସାଥୀ ସଂଘ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାଁ ସାଥୀ ସଂଘର ସଭାପତି ପବିତ୍ର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ଗାଁ ସାଥୀ ଏକଜୁଟ ହୋଇ ବିଡିଓଙ୍କୁ ଭେଟିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗାଁ ସାଥୀମାନେ କହିବା ଅନୁସାରେ ୨୦୦୮ ମସିହାରୁ ସରକାରଙ୍କ
Read More...

ରୋଗୀ କଲ୍ୟାଣ ସମିତି ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଉକ୍ତ ବୈଠକରେ ସଭାପତିତ୍ୱ କରିଥିବା ବେଳେ
Read More...

ବିଭିନ୍ନ ଦାବୀ ନେଇ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ନବମ ଦିନରେ ପହଞ୍ଚିଲା

ଖଡିଆଳ, (ନିରାକାର ମେହେର) : ବିଭିନ୍ନ ଦାବୀକୁ ନେଇ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଗତ ୧ ତାରିଖ ଦିନଠାରୁ କଳା ବେଚ ପିନ୍ଧି ଆନ୍ଦୋଳନ କରୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଖଡ଼ିଆଳ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେ । ସେମାନଙ୍କ ଅଭିଯୋଗ ହେଲା ଅନେକ
Read More...

ଖଡ଼ିଆଳ ମହୋତ୍ସବ -୨୦୨୩ ପାଇଁ ପ୍ରସ୍ତୁତି ବୈଠକ

ଖଡିଆଳ, (ନିରାକାର ମେହେର) : ବହୁ ପ୍ରତିକ୍ଷିତ “ଖଡ଼ିଆଳ ମହୋତ୍ସବ-୨୦୨୩”ର ପ୍ରସ୍ତୁତି ବୈଠକ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଏସ୍‌.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନଶିକ୍ଷକ ମନୋଜ କୁମାର
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଚିକିତ୍ସା
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ମନ୍ଦିରର ଅଭିଭାବିକା ଶ୍ରୀମତୀ ଜ୍ୟୋତି ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ବିଦ୍ୟାଳୟର
Read More...