Daily Archives

ଇମ୍ପରିୟଲ କଲେଜରେ ଷ୍ଟାଟଅପ୍ ଯାତ୍ରା କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଷ୍ଟାଟଅପ୍‌ ଯାତ୍ରାର ଭ୍ୟାନ ଆଜି ଇମ୍ପରିୟଲ କଲେଜଠାରେ ପହଂଚିବା ପରେ ସେଠାରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି
Read More...

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟରେ ‘ଛାତ୍ର ଯୋଡୋ-ଭାରତ୍ ଯୋଡୋ’ କାର୍ଯ୍ୟକ୍ରମ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର୍ ନୱାଜଙ୍କ ଆହ୍ୱାନ କ୍ରମେ ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଉପସଭାପତି ନିକୁ ପ୍ରାଧାନ ଏବଂ ରୋହିତ୍ ମେହେରଙ୍କ ନେତୃତ୍ୱରେ ଅତାବିରାର ଦୁଇଟି ମହାବିଦ୍ୟାଳୟ ଯଥା ଅତାବିରା ମହାବିଦ୍ୟାଳୟ ଏବଂ
Read More...

କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ଗଜପତି ସାହୁ

ବରଗଡ, (ନିରୋଜ କୁମାର ପାଣୀ) : କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ କମିଟି ଘୋଷଣା କରିଛି । କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ବ୍ଲକ ଅନ୍ତର୍ଗତ ଜଗଲପାଟ ପଞ୍ଚାୟତର ଭାଙ୍ଗମୁଣ୍ଡା ଗ୍ରାମର କୋସଲ ସଂଗ୍ରାମୀ ତଥା ଯୁବ ଚାଷୀ
Read More...

ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ନିଜସ୍ୱ
Read More...

ବରଗଡ ବରାହଗୁଡା ଫାଷ୍ଟଟ୍ରେକକୁ ଭାଙ୍ଗିଲା ଓକିଲ ସଂଘ

ବରଗଡ, (ନିରୋଜ କୁମାର ପାଣୀ) : ବରାହଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାରେ ବେଆଇନ ଭାବେ ଲଗାଯାଇଥିବା ଫାଷ୍ଟଟ୍ରେକକୁ ଆଜି ଭାଙ୍ଗିଦେଲେ ଆନ୍ଦୋଳନକାରୀ ଓକିଲମାନେ । ଅଶୋକା ବିଳିକନ ବରଗଡ଼ରେ ନିମ୍ନ ମାନର ୪ ଲେନ ରାସ୍ତା ନିର୍ମାଣ କରିଥିବା ବେଳେ ବରାହଗୁଡ଼ା ଠାରେ ବେଆଇନ ଭାବେ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୯ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୮ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

କୁଳମଣି ପ୍ରଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ବଡ଼ଙ୍ଗୋମୁଣ୍ଡା ଗାଁର କୁଳମଣି ପ୍ରଧାନଙ୍କ ଗତ ବୁଧବାର ରାତି ୧୦ଟା ୩୦ମିନିଟରେ ହୃତଘାତରେ ପରଲୋକ ଘଟିଯାଇଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ ଓ ଜଣେ ଝିଅ, ନାତି ନାତୁଣୀଙ୍କ ସହ ପରିବାର ଲୋକ, ବନ୍ଧୁବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।
Read More...

‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ପରେ ଚେଇଁଲା ପୂର୍ତ୍ତ ବିଭାଗ : କ୍ରସର ଗୁଣ୍ଡ ପକେଇ ଖାଲ ହେଲା ଭର୍ତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି ବୋଲି ଗତକାଲି 'କୋଶଳ ପ୍ରବାହ'ରେ ଖବର ପ୍ରସାରିତ ହୋଇଥିଲା, ଯାହାକୁ ଦେଖି ଚେଇଁଛି ପୂର୍ତ୍ତ ବିଭାଗ । ପାଇକମାଲ
Read More...

ସନ୍ଧାନ ଓ ଉଦ୍ଧାର ପାଇଁ ଟ୍ରେନିଂ ଦେଉଛନ୍ତି ଗଞ୍ଜାମ ବ୍ଲକର ଦୁଇ ମାଷ୍ଟର ଟ୍ରେନର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାକୃତିକ ବିପର୍ଯ୍ୟୟ ବେଳେ ବହୁ ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି । ଏଥିପାଇଁ ବନ୍ୟା ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଗତ କିଛି ବର୍ଷ ହେବ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ଆସୁଥିବା
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱାଦଶ ଦିବସ

ସାଇଟ ସ୍ପୋର୍ଟ୍ସ ସୋସାଇଟି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସୁପର ନକ ଆଉଟ ଖେଳ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ୬-୦ ଗୋଲରେ ଧଣ୍ଡାମୁଣ୍ଡାକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି ।
Read More...