pakka
Daily Archives

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଯାଇଛି ।
Read More...

ପୁରୋହିତଙ୍କୁ ବୃକ୍ଷ ଦେଇ ସ୍ୱାଗତ କଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଂପ୍ରତି ପିତୃପକ୍ଷ ଆରମ୍ଭ ହୋଇଯାଇଛି । ଆଶ୍ଵିନ କୃଷ୍ଣପକ୍ଷ ଯାହାକୁ କି ଲୋକମୁଖରେ ଅପରପକ୍ଷ ନାମରେ ପରିଚିତ । ତିଳ ତର୍ପଣ, ପିତୃପୁରୁଷଙ୍କୁ ପିଣ୍ଡଦାନର ସମୟ । ଏହି ଅବସରରେ ପରିବେଶକୁ ଭଲ ପାଉଥିବା ତଥା ପରିବେଶ ପାଇଁ ବ୍ୟାପକ ଜନସଚେତନ ସୃଷ୍ଟି
Read More...

ସଙ୍କଟ ମୋଚନ ମନ୍ଦିର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଙ୍କଟ ମୋଚନ ମନ୍ଦିର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ସୁଦପଡା ସ୍ଥିତ ସଙ୍କଟ ମୋଚନ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ପାଳନ ନିମନ୍ତେ ବିଶେଷ ଭାବରେ
Read More...

ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଦିନ ହେବ ଜିଲ୍ଲାରେ କୃଷକ ସମସ୍ୟା ଗୁଡିକର ସମାଧାନ କରାଯାଉ ନାହିଁ । ବାରମ୍ବାର ଧାରଣା ଓ ଆନ୍ଦୋଳନ ସତ୍ୱେ କୌଣସି ସୁଫଳ ମିଳୁନାହିଁ । ତେଣୁ କୃଷକମାନଙ୍କ ୭ ଦଫା ଦାବୀ ନେଇ ୧୬ ସେପ୍ଟେମ୍ବର ଦିନ କୃଷକ ମହାସଂଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ
Read More...

ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ପକ୍ଷ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷର ଅନ୍ତିମ ଦିବସରେ ସ୍ଵଚ୍ଛତା ଓ ପରିବେଶ ଉପରେ ଏକ ସଚେତନତା ରାଲି ଗ୍ରାମ୍ୟ ପରିକ୍ରମା କରିଥିଲା । ଏଥିରେ ଯୋଗ
Read More...

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ

ଭାରତରୁ ବିଲୁପ୍ତ ହୋଇଯାଇଥିବା ହିଂସ୍ର ଚିତା କୁନୋ ଜାତୀୟ ଅଭୟରାଣ୍ୟରେ ଛଡ଼ାଯିବଚିତା ପ୍ରକଳ୍ପ ଅଧୀନରେ ନାମ୍ବିଆରୁ ଭାରତ ଆସିବ ଚିତାଏହା ହେଉଛି ବିଶ୍ୱରେ ପ୍ରଥମ ମହାଦେଶୀୟ ବୃହତ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ କାର୍ଯ୍ୟକ୍ରମଭାରତକୁ ଚିତା ଅଣାଯିବା ଦ୍ୱାରା ଉନ୍ମୁକ୍ତ ଜଙ୍ଗଲ ଓ
Read More...

ଆଜି ମଧ୍ୟ ଜମି ରହିଛି ବର୍ଷା ଜଳ, ପ୍ରଶାସନ ନୀରବଦ୍ରଷ୍ଟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପର୍ଯ୍ୟନ୍ତ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଛି । ମ୍ୟୁନିସିପାଲିଟି ଓ ପ୍ରଶାସନର ଅବହେଳା ଯୋଗୁଁ ସହରର ବିଭିନ୍ନ ସ୍ଥାନରୁ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ଅନୁସାରେ, ଶୈଳଶ୍ରୀ
Read More...

କାନାରା ବ୍ୟାଙ୍କ ଅଧିକାରୀ ଓ ମିଲ ମାଲିକଙ୍କ ମିଳିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାନାରା ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ମିଲ ମାଲିକଙ୍କ ଏକ ବୈଠକ ସମ୍ବଲପୁର ରୋଡ ସ୍ଥିତ ଜଗନ୍ନାଥ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ଥିଲେ ମହାପ୍ରବନ୍ଧକ ତଥା ଅଂଚଳ ପ୍ରମୁଖ ବାବୁଲାଲ ମୀନା ଓ ସହାୟକ ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ଅଜିତ
Read More...

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପୂଜା ବେହେରାଙ୍କ ଆହ୍ୱାନ କ୍ରମେ ବିଏସ୍ଏସ୍ଓ ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ଏହି
Read More...

ପ୍ରଖ୍ୟାତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡ. ଚନ୍ଦନା ରାଉଳଙ୍କ ଇଣ୍ଡିଆ ଗେଟ ନିକଟରେ ସାଂସ୍କୃତିକ ସମ୍ଭାରରେ ଓଡିଶୀ…

ନୂଆଦିଲ୍ଲୀ, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆ ଗେଟ ନିକଟ କର୍ତ୍ତବ୍ୟପଥରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ପ୍ରଖ୍ୟାତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ ସର୍ବପ୍ରଥମେ ମା' ଦୁର୍ଗାଙ୍କ ଉପରେ ଆଧାରିତ ନବ ଦୁର୍ଗା
Read More...