କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ଗଜପତି ସାହୁ

ବରଗଡ, (ନିରୋଜ କୁମାର ପାଣୀ) : କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ କମିଟି ଘୋଷଣା କରିଛି । କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ବ୍ଲକ ଅନ୍ତର୍ଗତ ଜଗଲପାଟ ପଞ୍ଚାୟତର ଭାଙ୍ଗମୁଣ୍ଡା ଗ୍ରାମର କୋସଲ ସଂଗ୍ରାମୀ ତଥା ଯୁବ ଚାଷୀ ନେତା ଗଜପତି ସାହୁ । ସେ ୨୦୧୨ ମସିହା ଛାତ୍ର ଜୀବନରୁ କୋସଲ ରାଜ୍ୟ ପାଇଁ ଲଢେଇରେ ସାମିଲ ହୋଇଛନ୍ତି । କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ସାଗର ଚରଣ ଦାସ ଓ ସମସ୍ତ ନେତୃ ମଣ୍ଡଳୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଗଜପତି ସାହୁ । ମା’ ମାଟିର ଲଢ଼େଇରେ ନିଜେ ସାମିଲ ହୋଇ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ।

Leave A Reply

Your email address will not be published.

3 × two =