Browsing Tag

bargarh news

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସରସରା ଗ୍ରାମର ଚାଷୀ

ବରଗଡ, (ମୁନ୍ନା ସାହୁ) : ସରସରା ସେବା ସମବାୟ ସମିତିରେ ବେନିୟମ କାର୍ଡ ତିଆରୀ ହେଉଥିବା ଅଭିଯୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସରସରା ଗ୍ରାମର ଚାଷୀ । ସୂଚନା ଅନୁସାରେ ସରସରା ସେବା ସମବାୟକୁ ଚାଷ କରିନଥିବା ବ୍ୟକ୍ତିଙ୍କ କାର୍ଡ ଆସିଥିବା ବେଳେ ଏଥିରେ ପ୍ରକୃତ ଚାଷୀ ବଞ୍ଚିତ
Read More...

ରାସ୍ତା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ, (ମୁନ୍ନା ସାହୁ) : ଗଙ୍ଗାଧର ଜଳ ପ୍ରକଳ୍ପରେ ପାଣି ପାଉ ନାହାନ୍ତି ଚିତାଖାଇ ଗ୍ରାମର ଚାଷୀ । କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପରେ ସୁବିଧା ପାଉ ନାହାନ୍ତି ଚାଷୀ । ଏନେଇ ଏକଜ୍ୟୁକେଟିବ ଇଞ୍ଜିନିଅରଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଚାଷୀ ଏହାର ସମାଧାନ ସହ ସମସ୍ତ
Read More...

ଆର ପାରିରେ ପୂର୍ବତନ ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ପତ୍ନୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଗ୍ରାମର ପୂର୍ବତନ ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଅସର୍ପି ସାହୁଙ୍କ ଗତ ଶୁକ୍ରବାର ବରପାଲି ସରକାରୀ ଡାକ୍ତରଖାନାରେ ଚିକିତ୍ସିତି ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ ବର୍ଷ ବୟସ
Read More...

ବରଗଡରୁ ସିଧାସଳଖ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ସାଂସଦଙ୍କ ପାଖରେ ଦାବି ରଖିଲା ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବରଗଡରୁ ସିଧାସଳଖ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀ
Read More...

ବୈଦିକ ନୀତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବରପାଲିର ମହାନ ପୌରାଣିକ ୧୪୮ତମ ଶୀତଳଷଷ୍ଠୀର ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଯାଇଛି । ଆଜି ହିମାଦ୍ରି ନଗରରେ ବାବା କପିଳେଶ୍ୱର ମାତା ପାର୍ବତୀଙ୍କ ସହ ଦର୍ଶନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଯୋଗଦାନ
Read More...

ଅପରାହ୍ନର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବରେ ବରଗଡ଼ର ପ୍ରତିଭା ସମ୍ବର୍ଦ୍ଧିତ

ବରଗଡ଼, ( ନିରୋଜ କୁମାର ପାଣୀ) : ବାଲେଶ୍ୱରଠାରେ ଅପରାହ୍ନ ସମ୍ବାଦପତ୍ରର ୨ ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ସାରସ୍ୱତ ମହୋତ୍ସବ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଉତଘାଟୀତ ହୋଇ ସମ୍ବାଦପତ୍ରର ସମ୍ପାଦକ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମୀକ୍ଷା ବୈଠକ

ଧାନ ସଂଗ୍ରହ ପ୍ରକ୍ରିୟାର ସୁପରିଚାଳନା ତଥା ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ଦେଲେ ନିର୍ଦ୍ଦେଶକୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗମନାଗମନ ଏବଂ ପର୍ଯ୍ୟଟନର ବିକାଶ ପାଇଁ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ସମନ୍ଵୟ ଜରୁରୀ : ମାନ୍ୟବର ମନ୍ତ୍ରୀ ବରଗଡ,
Read More...

ବଜ୍ରପାତ ନେଲା ୨ ମହିଳାଙ୍କ ଜୀବନ

ବରଗଡ଼ : ବଜ୍ରପାତରେ ଚାଲିଗଲା ୨ ଜଣ ମହିଳାଙ୍କ ଜୀବନ । ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଟୋପ୍ ଓ ଖଇରପାଲି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଲେ ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଓ ଟୋପ ଗାଁର ଜଣୋଦା ମଲତକ । ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଜାଳେଣି ସଂଗ୍ରହ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ମିଳିତ ମାର୍କେଟ ମଞ୍ଚର ଚାଷୀମାନେ ବୁଧବାର ଦିବା ୧୧ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରେଶମ, ସିହେନପାଲି, ପଧାନପାଲି, ସାଲେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା, ଇଛାପଦାରର ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ
Read More...

ସାବିତ୍ରୀ ବ୍ରତ ମହା‍ଆଡମ୍ବର ସହକାରେ ପାଳିତ

ବରଗଡ଼, (ମୁନ୍ନା ସାହୁ) : ସାବିତ୍ରୀ ବ୍ରତ ନାରୀମାନଙ୍କର ଏକ ଶ୍ରେଷ୍ଠ, ପବିତ୍ର ଓ ପ୍ରିୟବ୍ରତ । ଜ୍ୟଷ୍ଠ ଆମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ନିଜ ପତିଙ୍କଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟୋଦଶୀ ଠାରୁ ତିନିଦିନ ବ୍ୟାପି ଉକ୍ତ ବ୍ରତ ପାଳନର ବିଧି ରହିଛି । ଏହା
Read More...