ବିଜେପି ଆଇଟି ସେଲ ସଂଯୋଜକ ନୀଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ : ପୁଣି ବିରୋଧରେ…
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଚାଂଚଲ୍ୟ । ବିଜେପି ଆଇଟି ସେଲ ସଂଯୋଜକଙ୍କୁ ହତ୍ୟା ଧମକ । ରାତିଅଧରେ ବନ୍ଧୁକ ମୁନରେ ତାଙ୍କୁ ଘରୁ ଉଠାଇନେଲେ ୮ ଦୁର୍ବୃତ୍ତ । ବନ୍ଧୁ ଦେଖାଇ ଧମକ ଚମକ ଦେଇ ଅଧାବାଟରେ ଛାଡ଼ିଦେଲେ । ଏଭଳି ଏକ ଖବରକୁ ନେଇ ବରଗଡ଼ରେ ଆଲୋଡ଼ନ ସୃଷ୍ଟି ହୋଇଛି ।!-->…
Read More...
Read More...